ଚୀନର ବଡ଼ ପଦକ୍ଷେପ: ପ୍ରତିଭାବାନ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ଉପରେ କଟକଣା କଡ଼ାକଡ଼ି
ବେଜିଂ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବା କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର ସୁପରପାୱାର ହେବାକୁ ଲକ୍ଷ୍ୟ ରଖିଥିବା ଚୀନ ଏବେ ନିଜ ଦେଶର AI ପ୍ରତିଭା ଓ ବୈଜ୍ଞାନିକମାନଙ୍କ ଉପରେ କଟକଣା ଅଧିକ କଡ଼ାକଡ଼ି କରିବାକୁ ଯାଉଛି। ନୂଆ ନିୟମ ଅନୁଯାୟୀ, AI କ୍ଷେତ୍ରରେ କାମ କରୁଥିବା…