Latest Odisha News

BREAKING NEWS

Yearly Archives

2026

ବିଶ୍ୱ ଜନସଂଖ୍ୟା ଦିବସ: ସହରାଭିମୁଖୀ ଆମ ଜନସଂଖ୍ୟା, ଏକ ଦୃଷ୍ଟିପାତ

ଦ. ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ବିଶ୍ୱର ଜନସଂଖ୍ୟା ବୃଦ୍ଧି ଇତିହାସରେ ଗତ ୫୦ ବର୍ଷ ଥିଲା ଦ୍ରୁତତମ। ୧୯୭୫ ମସିହାରେ ବିଶ୍ୱ ଜନସଂଖ୍ୟା ଥିଲା ୪ ବିଲିୟନ। ଯାହା ୨୦୨୨ ମସିହାରେ ଦ୍ୱିଗୁଣିତ ହୋଇ ୮ ବିଲିୟନକୁ ବୃଦ୍ଧି ପାଇଛି। ଆଜି ବିଶ୍ୱରେ ବସବାସ କରୁଥିବା ୮ ବିଲିଅନ ଲୋକଙ୍କ ମଧ୍ୟରୁ…

Spiny gourd:ପ୍ରୋଟିନର ଅଭାବ ପୂରଣ କରିବ ‘କାଙ୍କଡ’… କରନ୍ତୁ ନିଜ ଖାଦ୍ୟରେ ସାମିଲ

ଭୁବନେଶ୍ବର: ମୌସୁମୀ ବର୍ଷା ପରେ ବଜାରରେ ଦେଖିବାକୁ ମିଳିଥାଏ କାଙ୍କଡ ପସରା । ବର୍ଷକୁ ମାତ୍ର ଦୁଇ ମାସ ମିଳିଥାଏ ଏହି କାଙ୍କଡ଼ । ଏହି କାଙ୍କଡ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ପୁଷ୍ଟିକର। ଆୟୁର୍ବେଦରେ ଏହାକୁ ଏକ ଲାଭଦାୟକ ପନିପରିବା ଭାବରେ ବିବେଚନା କରାଯାଏ। ଏହାକୁ ଖାଇବା ଦ୍ବାରା…

Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ବଡ଼ସାହି:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜେଇ ସୁଶୀଲ କୁମାର ସିଂକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ ଠିକାଦାରଙ୍କଠାରୁ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ଟିମ୍‌ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ୍…

ବାରହା ନେଲା ମହିଳାଙ୍କ ଜୀବନ, ଜଣେ ଆହତ

ବ୍ରହ୍ମଗିରି:ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁରେ ଅଘଟଣ । ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ମୃତକ ହେଲେ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି । ସୂଚନାଥାଉକି, ବାରହା ପଦ୍ମାବତୀ ଜାଲିଙ୍କ ହାତ,ମୁହଁ ଓ ପେଟକୁ କାମୁଡ଼ି ବାରୁ ସେ ଗୁରୁତର ହୋଇଥିଲେ ।…

ପୋଡୁଚାଷ ନାଁରେ ୭୪୨ଟି ଶାଳ ଗଛ କାଟିଦେଲେ;୪ ଗିରଫ, ଅଧିକାଂଶ ଅଭିଯୁକ୍ତ ଫେରାର…

ବଣାଇଁଗଡ଼:କୋଟିକୋଟି ଟଙ୍କାର ଶାଳଗଛ ପଡିଲା ବଳି । ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜରଡ଼ା ରେଞ୍ଜର ଉଲୁସୁରେଇ ସଂରକ୍ଷିତ ଜଙ୍ଗଲରେ ପୋଡୁଚାଷ ନାଁରେ ବ୍ୟାପକ ଜଙ୍ଗଲ କଟାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରାୟ ୭୪୨ଟି ଶାଳ ଗଛ ନଷ୍ଟ ହୋଇଛି ଏବଂ ୨୩ ହେକ୍ଟର…

ଏସିଆନ ଗେମ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ଓଡିଶାର ସୁନେଲିତାଙ୍କୁ ସୁଯୋଗ

ଭୁବନେଶ୍ୱର: ଆଇଚି-ନାଗୋୟା ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ଜାପାନରେ ସେପ୍ଟମ୍ବର ୧୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ସଲିମା ଟେଟେଙ୍କ ନେତୃତ୍ୱରେ ଘୋଷିତ ଦଳରେ ଓଡିଶାର ଉଦୀୟମାନ ମିଡଫିଲ୍ଡର ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି । ରାଜଗିରିରେ…

ITEP Admissions: ପ୍ରକାଶ ପାଇଲା ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା;୧୪୬୩ ଜଣ ଚୟନ…

ଭୁବନେଶ୍ୱର:  ଆଜି ସାମ୍ସ ପୋର୍ଟାଲରେ ପ୍ରକାଶ ପାଇଲା ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme- ITEP) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା । ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟର…

କାଳ ହେଲା ସେଲଫି ନିଶା; ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଅମ୍ବାଦଳା: ପୁଣି ସେଲଫି ନେଲା ଜୀବନ । ଝରଣାରେ ସେଲଫି ନେବାବେଳେ ଖସିପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା କୁଲେରପଟ୍ଟା ଗାଁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ବୁଜିବାଙ୍ଗ ଝରଣାରେ ସେଲଫି ନେବାବେଳେ ତଳେ ପଡ଼ିଯାଇଥିଲେ। ଗୁରୁତର…

୩ଟି ଷ୍ଟାଡିୟମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏନଜିଟି

ନୂଆଦିଲ୍ଲୀ: ଭାରତର ୩ଟି ବଡ କ୍ରିକେଟ ଷ୍ଟାଡିୟମ ଉପରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ୩ଟି ଷ୍ଟାଡିୟମ ହେଲା ନଭୀ ମୁମ୍ବାଇର ଡିୱାଇ ପାଟିଲ, ରାୟପୁରର ଶହୀଦ ବୀର ନାରାୟଣ ସିଂ ଓ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ । ଜୟପୁରରେ ବୈଭବ ୩୪ ବଲରେ ଶତକ…

ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା, ଶେଷ କଲା ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ୧୦୦ଟି ଉନ୍ନତ ରୋବୋଟିକ୍-ସହାୟତା ଅସ୍ତ୍ରୋପଚାର ସଫଳତାର ସହିତ ଶେଷ କରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ଏହି ବିଶେଷ ସଫଳତା ଏମ୍ସ ଭୁବନେଶ୍ୱରକୁ ଓଡ଼ିଶାର ପ୍ରଥମ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଭାବରେ ମାନ୍ୟତା ପ୍ରଦାନ କରିଛି । ସମାଜର…