ରୋଷେଇ ଘରେ ପିଆଜର ‘ହାହାକାର’: ଚଢ଼ା ଦର ପଛର ରହସ୍ୟ କ’ଣ? ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ଚାପ
ଭୁବନେଶ୍ୱର: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଖାଉଟିଙ୍କ ପାଇଁ ଏବେ ପିଆଜର ଦରବୃଦ୍ଧି ନୂଆ ସମସ୍ୟା ସୃଷ୍ଟି କରିଛି। ମାତ୍ର ଦଶ ଦିନ ମଧ୍ୟରେ ପିଆଜର ଦର ସିଧାସଳଖ ଦୁଇଗୁଣ ହୋଇଯାଇଛି। ଦଶ ଦିନ ତଳେ ଯେଉଁ ପିଆଜ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିଲା, ବର୍ତ୍ତମାନ ତାହା ୪୦ ଟଙ୍କା…