Latest Odisha News

BREAKING NEWS

Yearly Archives

2026

Brown Sugar Seized: ମା ’ପୁଅଙ୍କ ନିକଟରୁ ୪୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା: ମାଆ ପୁଅଙ୍କ କଳା କାରନାମା । ବ୍ରାଉନ ସୁଗର ବେପାର କରଥିବାବେଳେ, ଧରିପକାଇଲା ଖୋର୍ଦ୍ଧା ଅବକାରୀ ବିଭାଗ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗର କରାଯାଇଥିବାବେଳେ, ଉଭୟଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଖୋର୍ଦ୍ଧା ନବିନାବାଗ ଅଞ୍ଚଳର ଲୋକନାଥ ପାଇକରାୟ ଏବଂ…

ଭାରତୀୟ କ୍ରିକେଟ ଟିମକୁ ମିଳିଲେ ନୂଆ ଫିଲ୍ଡିଂ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ନୂଆ ଫିଲ୍ଡିଂ କୋଚ୍ ମିଳିବାକୁ ଯାଉଛି । ରିପୋର୍ଟ ଅନୁସାରେ, ଅଭିଜ୍ଞ କୋଚ୍ ସୁଭଦୀପ ଘୋଷଙ୍କୁ ଟିମ୍ ଇଣ୍ଡିଆର ନୂଆ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ସେ ଟି. ଦିଲୀପଙ୍କ ସ୍ଥାନ ନେବେ, ଯାହାଙ୍କ କାର‌୍ୟ୍ୟକାଳ ଇଂଲଣ୍ଡ ଗସ୍ତ ଶେଷ ହେବା ସହ…

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ବାଧକ: ୨ ଦିନ ସ୍ଥଗିତ ରହିଲା ଚାରଧାମ ଯାତ୍ରା

ଡେରାଡୁନ: ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ଏବେ ବର୍ଷା ବିତ୍ପାତ ଜାରି ରହିଛି । ଏହି ପ୍ରରିପେକ୍ଷିରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ଏବଂ ଆସନ୍ତାକାଲି ପାଇଁ ଚାରଧାମ…

ରଥ ଅଛି, ହେଲେ ଦିଅଁ ନାହାନ୍ତି! ବରଗଡ଼ରେ ମଝି ରାସ୍ତାରୁ କିଏ କଲା ମହାପ୍ରଭୁଙ୍କୁ ଚୋରି?

ବରଗଡ଼: ପବିତ୍ର ବାହୁଡ଼ା ଯାତ୍ରା ବେଳେ ବରଗଡ଼ରେ ଏକ ଅଭାବନୀୟ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ଚାଲିଥିବା ବେଳେ ଖୋଦ୍ ରଥ ଉପରୁ ସାକ୍ଷାତ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଚୋରି ହୋଇଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ବରଗଡ଼ ସହରରେ…

କେନ୍ଦ୍ର ସରକାର ଡିଜିଟାଲ୍ ଆରେଷ୍ଟକୁ ଏକ ଅଲଗା ଅପରାଧ ଭାବେ ବିଚାର କରିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଆରେଷ୍ଟ ଏବଂ ଅନଲାଇନ୍ ଠକେଇର ଦ୍ରୁତ ବୃଦ୍ଧି ପାଉଥିବା ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଡିଜିଟାଲ ଆରେଷ୍ଟକୁ ଫୌଜଦାରୀ ଆଇନରେ ସ୍ପଷ୍ଟ ଭାବରେ…

ଭାରତୀୟ କ୍ରିକେଟ୍ ଦଳର ସହାୟକ କୋଚ୍ ରୟାନ୍ ଟେନଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ସହାୟକ କୋଚ୍ ରୟାନ୍ ଟେନ୍ ଡୋସାଟେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଇଂଲଣ୍ଡ ଗସ୍ତ ସମୟରେ ହିଁ ସେ ବିସିସିଆଇକୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇ ସାରିଥିଲେ। ଏବେ ସେ କୋଲକାତା ନାଇଟ୍ ରାଇଡର୍ସର କୋଚିଂ ଷ୍ଟାଫ୍‌ରେ ଯୋଗଦେବେ । ୨୦୨୪ ଟି୨୦ ୱାର୍ଲ୍ଡ…

ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଉପରେ ଗୁରୁତ୍ବ: ୧୫ ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମର ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନରେ ୧୫ ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମର ଦିଆଯିବ ପ୍ରଶିକ୍ଷଣ । ଏନେଇ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବନ୍ୟା ବିପଦ ଟଳିଛି ନା ଆସୁଛି ନୂଆ ସଙ୍କଟ? ମନ୍ତ୍ରୀ ଦେଲେ ବଡ଼ ପ୍ରତିକ୍ରିୟା…

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ବର୍ତ୍ତମାନ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି ବୋଲି…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳର ଘୋଷଣା କରିଛି । ଶୁଭମନ ଗିଲ ଅଧିନାୟକ ଏବଂ କେଏଲ ରାହୁଲ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ପେସ ବୋଲର ଯଶପ୍ରୀତ ବୁମରାହ ଏବଂ ସାଈ ସୁଦର୍ଶନଙ୍କୁ ଦଳରେ ରଖାଯାଇଛି । ଭାରତ ଏ ପକ୍ଷରୁ ଖେଳି ଭଲ…

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ୫ ଲକ୍ଷର…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥି ସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି…