Latest Odisha News

BREAKING NEWS

Yearly Archives

2026

ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା, ବିପଦ ସଙ୍କେତ ଉପରେ ବହୁଛି ବୈତରଣୀ

ଭଦ୍ରକ: ଅବିଶ୍ରାନ୍ତ ବର୍ଷାରେ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ। ବୈତରଣୀରେ ଆସିଛି ବଡ଼ ବନ୍ୟା। ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ଓ ସାଳନ୍ଦୀ ନଦୀ। ସାଳନ୍ଦୀ ନଦୀରେ ସକାଳ ୬ଟା ସୁଦ୍ଧା ୧୮.୭୦ଫୁଟ ବନ୍ୟାଜଳ ପ୍ରବାହିତ। ସାଳନ୍ଦୀ ନଦୀରେ ବିପଦ ସଂକେତ ରହିଛି ୧୭ଫୁଟ। ଆଖୁଆପଦାଠାରେ ବୈତରଣୀ ନଦୀ…

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା: ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶା ଉପରେ ପ୍ରକୃତିର ତାଣ୍ଡବ। ଲଘୁଚାପ ପ୍ରଭାବନରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା…

ଦେଶରେ ଚିନି ଗଚ୍ଛିତକୁ ରୋକିବା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଲାଗୁ ହେବାକୁ ଯାଉଛି ଷ୍ଟକ୍ ହୋଲ୍ଡିଂ ସୀମା

ନୂଆଦିଲ୍ଲୀ: ଦେଶରେ ଚିନି ଗଚ୍ଛିତକୁ ରୋକିବା ଏବଂ ପାର୍ବଣ ଋତୁ ପୂର୍ବରୁ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ, ଭାରତ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହା ଅଧୀନରେ, ସରକାର ସାରା ଦେଶରେ ଚିନି ବ୍ୟବସାୟୀଙ୍କ ଉପରେ ସଂରକ୍ଷଣ ସୀମା (ଷ୍ଟକ୍ ହୋଲ୍ଡିଂ ସୀମା ) ଲାଗୁ କରିବାକୁ ନିଷ୍ପତ୍ତି…

ବିନା ଓଟିପି, ବିନା ଲିଙ୍କ୍‌ରେ ଖାଲି ହେଲା ଆକାଉଣ୍ଟ: ଫୋନ୍ ଉଠାଇବା ମାତ୍ରେ ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ସାଇବର ଅପରାଧୀମାନେ ଏବେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ନୂଆ ଏବଂ ଭୟଙ୍କର କୌଶଳ ଆପଣାଇଲେଣି। ପୂର୍ବରୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କଲେ ବା ନିଜର ଓଟିପି ସେୟାର କଲେ ବ୍ୟାଙ୍କ ଖାତା ଖାଲି ହେଉଥିଲା। ମାତ୍ର ଏବେ କେବଳ ଗୋଟିଏ ଅଜଣା ନମ୍ବରରୁ ଆସିଥିବା ଫୋନ୍ କଲ୍ ରିସିଭ୍…

ଲୋକସେବା ଭବନରୁ ଫାଇଲ୍ ଗାଏବ ଘଟଣା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଖୁବଶୀଘ୍ର ପଦାକୁ ଆସିବ ସତ୍ୟ: ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର: ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ହଜିବା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏହା ଏକ ବଡ଼ ଧରଣର ସୁପରିକଳ୍ପିତ ଷଡ଼ଯନ୍ତ୍ର। ତେବେ ଖୁବଶୀଘ୍ର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହେବ…

ପୁଣି ତାତିବ ଯନ୍ତରମନ୍ତର: ଖାକିର ସମ୍ମାନ ପାଇଁ ଏଥର ରାଜରାସ୍ତାକୁ ଓହ୍ଲାଇବେ ଅବସରପ୍ରାପ୍ତ ପୋଲିସ!

ନୂଆଦିଲ୍ଲୀ: ଗତ ଜୁଲାଇ ୨୦ ତାରିଖରେ ରାଜଧାନୀ ଦିଲ୍ଲୀରେ ହୋଇଥିବା 'ସଂସଦ ଚଲୋ' ଆନ୍ଦୋଳନ ସମୟରେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଆହତ ପୋଲିସ ଏବଂ ପାରାମିଲିଟାରୀ କର୍ମଚାରୀଙ୍କ ସମ୍ମାନ ତଥା ସମର୍ଥନରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ…

ସଂସଦରେ ତୁମୁଳ କାଣ୍ଡ! ପେପର ଲିକ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କାଠଗଡ଼ାରେ ଛିଡ଼ା କଲେ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଣ୍ଟି-ପେପର ଲିକ୍ ବିଲ୍ ଏବଂ ପରୀକ୍ଷା ସଂସ୍କାରକୁ ନେଇ କ୍ଷମତାସୀନ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଲୋକସଭାରେ ବିତର୍କ ସମୟରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ…

ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ କାହିଁକି ମିଳିଲା ସ୍ୱାଗତ? ସଂସଦରେ ଉଠିଲା ସାଙ୍ଘାତିକ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନିଟ୍ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନ ସରଗରମ ରହିଛି। ଆଣ୍ଟି-ପେପର ଲିକ୍ ବିଲ୍ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭାରେ କେନ୍ଦ୍ର…

ପୁଣି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି; ତପ୍ତପାଣିରେ କାହିଁକି ହେଉଛି ସ୍ୱତନ୍ତ୍ର ପ୍ରସ୍ତୁତି?

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ନିଜ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତିନି ଦିନିଆ ରାଜ୍ୟ ଗସ୍ତ କାଳରେ ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଥିବା ବେଳେ, ଅଗଷ୍ଟ ୪ ତାରିଖ ଦିନ ସେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗସ୍ତ କରିବାର…

ଡୁରାଣ୍ଡ କପରେ ପ୍ରଫେସନାଲ ଫୁଟବଲ ଡେବ୍ୟୁ କରିବାକୁ ଯାଉଛନ୍ତି ଟାଇଗର ଶ୍ରଫ

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ନିଜର ଫୁଟବଲ୍ ପ୍ରତି ଥିବା ଭଲପାଇବାକୁ ଆଉ ଗୋଟିଏ ପାହାଚ ଆଗକୁ ନେବାକୁ ଯାଉଛନ୍ତି । ମୁମ୍ବାଇ ଏଫସି ଦଳରେ ତାଙ୍କୁ ଆଗାମୀ ପ୍ରତିଷ୍ଠିତ ଡୁରାଣ୍ଡ କପ  ପାଇଁ ସାମିଲ କରାଯାଇଛି । ଏହି ଟୁର୍ନାମେଣ୍ଟ ମାଧ୍ୟମରେ ସେ ନିଜର ପ୍ରଫେସନାଲ ଫୁଟବଲ୍ ଡେବ୍ୟୁ …