କାଳବୈଶାଖୀର କରାଳ ରୂପ: ରାତି ହେଲେ ବଦଳୁଛି ପାଣିପାଗ, ୧୮ ଯାଏଁ ୧୨ ଜିଲ୍ଲାକୁ ସତର୍କତା
ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରକୃତିର ଦ୍ୱିବିଧ ରୂପ ଦେଖିବାକୁ ମିଳୁଛି। ଦିନରେ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ସନ୍ଧ୍ୟା ନଇଁଲେ କାଳବୈଶାଖୀର ତାଣ୍ଡବ ସବୁକିଛି ଛିନଛତ୍ର କରିଦେଉଛି।
ବିଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା…