MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ:…
ନୂଆଦିଲ୍ଲୀ:ଋଷୀୟ ସେନାରେ ଭାରତୀୟ ନାଗରିକମାନଙ୍କୁ ନିଯୁକ୍ତ କରାଯାଉଥିବା ନେଇ ଖବର ମିଳିବା ପରେ, ଭାରତ ସରକାର ଏକ ନୂତନ ଆଡଭାଇଜରୀ ଜାରି କରିଛନ୍ତି। ସରକାର ଚେତାବନୀ ଦେଇଛନ୍ତି ଯେ ସ୍ୱଳ୍ପକାଳୀନ ଆର୍ଥିକ ଲାଭ ପାଇଁ ନିଆଯାଇଥିବା ପଦକ୍ଷେପ ଘାତକ ସାବ୍ୟସ୍ତ ହୋଇପାରେ। ବୈଦେଶିକ ବ୍ୟାପାର…