ସମ୍ବଲପୁର ନିକଟ ମହାନଦୀରେ ନୂଆ ବ୍ୟାରେଜ୍ ନିର୍ମାଣ ପାଇଁ ୪୪୦ କୋଟି ଟଙ୍କା ମଞ୍ଜୁର କଲା ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର: ସମ୍ବଲପୁର ବାସୀଙ୍କ ପାଇଁ ଏକ ଖୁସି ଖବର। ସହର ନିକଟ ଦେଇ ଯାଇଥିବା ମହାନଦୀରେ ଏକ ନୂଆ ବ୍ୟାରେଜ୍ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ୪୪୦ କୋଟି ୩୩ ଲକ୍ଷ ଟଙ୍କାର ଅନୁମୋଦନ ଦେଇଛି। ପୁରୁଣା ଅଯୋଧ୍ୟା ସାଗର ୱିୟର ବଦଳରେ ଏକ ନୂତନ ବ୍ରିଜ୍ ସହ ଏହି ବ୍ୟାରେଜ୍…