ବୈଭବଙ୍କ ପାଇଁ ବଦଳିଲା ବିସିସିଆଇର ନିଷ୍ପତ୍ତି, ମା ଓ ବାପା ମଧ୍ୟ ଯିବେ ଇଂଲଣ୍ଡ…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା ୧୫ ବର୍ଷୀୟ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ପିତାମାତାଙ୍କୁ ବିସିସିଆଇ ଏକ ଖାସ୍ ନିବେଦନ କରିଛି। ବୈଭବଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଗସ୍ତ ଏବଂ ଏସୀୟ କ୍ରୀଡା ପାଇଁ ଭାରତର ଟି-୨୦ ଦଳରେ ମନୋନୀତ କରାଯାଇଛି। ସେ ଶ୍ରୀଲଙ୍କା ଗସ୍ତ…