ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ କଠୋର ହେଲେ ତାରିକ ରହମାନ, ହିନ୍ଦୁମାନଙ୍କ ବିଷୟରେ କହିଦେଲେ ଏମିତି କଥା..
ଢାକା: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ବୁଧବାର ଦେଶରେ ଆଇନର ଶାସନକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସରକାର ଦେଶକୁ ସମସ୍ତ ଧର୍ମର ଲୋକଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନରେ ପରିଣତ କରିବ। ଶପଥ ଗ୍ରହଣ ପରେ ଜାତି ଉଦ୍ଦେଶ୍ୟରେ ତାଙ୍କର ପ୍ରଥମ…