Latest Odisha News

BREAKING NEWS

Yearly Archives

2026

ରାଜ୍ୟସଭା ନିର୍ବାଚନ ଭୋଟିଂ: ପାରାଦୀପ ଛାଡିଲେ ବିଜେପି ବିଧାୟକ, ବେଙ୍ଗାଲୁରୁରୁ ଫେରିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆଉ କିଛି ସମୟ ପରେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେବ ଭୋଟିଂ। ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ୩ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି । ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ…

ରାଜ୍ୟସଭା ନିର୍ବାଚନ: ନବୀନ ନିବାସରେ ରାତ୍ରୀଯାପନ କଲେ ବିଜେଡି ବିଧାୟକ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଓଡ଼ିଶାର ୪ଟି ଆସନ ପାଇଁ ମତଦାନ ହେବ। ଏଥିପାଇଁ ରାଜନ‌ୀତି ମହଲ ସରଗରମ ରହିଛି। ରାଜ୍ୟର ପ୍ରମୁଖ ୩ଟି ଦଳ (ବିଜେପି, ବିଜେଡି ଓ କଂଗ୍ରେସ) ନିଜନିଜ ଶିବିରରେ ବିଧାୟକମାନଙ୍କୁ ରଖିଛନ୍ତି। କଂଗ୍ରେସ ନିଜର ବିଧାୟକମାନଙ୍କୁ ବେଙ୍ଗାଲୁରୁର ଏକ ହୋଟେଲରେ…

SCB ICUରେ କେମିତି ଘଟିଲା ଅଗ୍ନିକାଣ୍ଡ? ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ: କଟକ ବଡ ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁ ଯଦିଓ ସମ୍ପୂର୍ଣ୍ଣ ଆୟତ୍ତକୁ ଆସି ସାରିଛି, କିନ୍ତୁ ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳୁନି। SCB ମେଡିକାଲ ଟ୍ରମା କେୟାର ICUରେ କେମିତି ଘଟିଲା ଅଗ୍ନିକାଣ୍ଡ?…

SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା

କଟକ: ଏସସିବି ମେଡିକାଲ କଲେଜ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ସେପଟେ ଏହି ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ…

ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ: ୮ରୁ ଅଧିକ ମୃତ୍ୟୁ, ଗୁରୁତର ରୋଗୀମାନଙ୍କ ଅବସ୍ଥା…

କଟକ, ମାର୍ଚ୍ଚ ୧୬: ଏସସିବି ମେଡିକାଲ କଲେଜ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୮ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି, ଯଦିଓ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଗ୍ନିକାଣ୍ଡ ପରେ ଆଇସିୟୁର…

BJDରୁ ନିଲମ୍ବିତ ୨ ବିଧାୟକଙ୍କୁ ନୋଟିସ୍;ପାର୍ଟି ବାହାରେ ଭୋଟ୍ ଦେଲେ…

ଭୁବନେଶ୍ବର: ରବିବାର ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନୋଟିସ ଜାରି କରି ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ସୁପ୍ରିମୋ।…

କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ଡ୍ରୋନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବନ କର୍ମଚାରୀମାନଙ୍କୁ ଡ୍ରୋନର ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଉଛି । ଗହୀରମଥାରେ କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ଡ୍ରୋନ । ସୂଚନାଥାଉକି, ଡ୍ରୋନ ୨୫ କିଲୋମିଟର ଦୂର ଓ ୫…

Pak based smugglers: ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ; ରହିଛି ପାକ୍ ଲିଙ୍କ,୬…

ନୂଆଦିଲ୍ଲୀ:ପଞ୍ଜାବର ଅମୃତସରରେ କମିଶନରେଟ୍ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସେମାନେ ସୀମାପାର ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରା ଚାଲାଣ ମଡ୍ୟୁଲର ପର୍ଦ୍ଦାଫାଶ କରିଛନ୍ତି। ଏହି ଅପରେସନରେ ପୋଲିସ ଛଅ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପିସ୍ତଲ, ଗୁଳି ଏବଂ ବିପୁଳ…

BJD: ୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ବର:ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି । ସୋ କଜ୍‌ ନୋଟିସ୍‌ କଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍‌ । ଦଳୀୟ ହ୍ବିପ ସତ୍ତ୍ବେ ନବୀନ ନିବାସରେ ଗତ ତିନିଦିନ ଧରି…

ଅନାୟା ବାଙ୍ଗରଙ୍କ ହେଲା ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ

ନୂଆଦିଲ୍ଲୀ: ଭାରତର ପୂର୍ବ କ୍ରିକେଟର ଓ କୋଚ ସଞ୍ଜୟ ବାଙ୍ଗରଙ୍କ ସନ୍ତାନ ଅନାୟା ବାଙ୍ଗରଙ୍କ ଜେଣ୍ଡର ଅଫର୍ମିଙ୍ଗ ସର୍ଜରୀ ସଫଳତାର ସହ ଶେଷ ହୋଇଛି । ଅନାୟା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି । ସେ ଦୀର୍ଘଦିନ ହେବ…