ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟିନେଲେ
ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଏକାଧିକ ଲୁଟ୍ ହେଉଥିବା ନେଇ ସୂଚନା ମିଳିଛି । ତେବେ ଏପରି ସମୟରେ କଳିଙ୍ଗ ବିହାର ଅଞ୍ଚଳର ଏକ ଅଳଙ୍କାର ଦୋକାନରୁ ଦିନ ଦ୍ୱିପ୍ରହରରେ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ତମାଣ୍ଡୋ ଥାନା ଅଧୀନରେ ଥିବା ଏକ ଅଳଙ୍କାର ଦୋକାନରୁ…