୪ ପର୍ଯ୍ୟାୟରେ ଖୋଲିବ ଇରାନର ଆକାଶପଥ…
ନୂଆଦିଲ୍ଲୀ: ଇରାନର ଆକାଶପଥକୁ ଧୀରେ ଧୀରେ ଚାରୋଟି ପର୍ଯ୍ୟାୟରେ ପୁନଃ ଖୋଲାଯିବ। ପର୍ଯ୍ୟାୟକ୍ରମେ ପୂର୍ବରୁ ପଶ୍ଚିମକୁ ଉଡ଼ାଣ ପୁନର୍ବାର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଇରାନର ନାଗରିକ ବିମାନ ଚଳାଚଳ ସଂଗଠନର ଉପନିର୍ଦ୍ଦେଶକ ଏହି ସୂଚନା ଦେଇଥିବା ନେଇ କହିଛି ତସନିମ୍ ନ୍ୟୁଜ୍ ଏଜେନ୍ସି।…