Latest Odisha News

BREAKING NEWS

Yearly Archives

2026

ଆଇପିଏଲ: ଚଳିତ ସିଜନରେ ଚେନ୍ନାଇର ୪ର୍ଥ ପରାଜୟ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ୪ର୍ଥ ମ୍ୟାଚରେ ପରାଜୟବରଣ କରିଛି । ସନରାଇଜର୍ସ ହାଇଦ୍ରାବାଦ ୧୦ ରନରେ ୫ ଥର ଚାମ୍ପିୟନ ଟିମକୁ ମାତ ଦେଇଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୯ ୱିକେଟ ବିନିମୟରେ ୧୯୪ ରନ ସଂଗ୍ରହ କରିଥିଲା । ଅଭିଷେକ ଶର୍ମା (୫୯) ଓ ହେନରିକ…

ଟି୨୦: ସ୍ଥିର ପ୍ରଦର୍ଶନରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ରାହୁଲ

ନୂଆଦିଲ୍ଲୀ: ଧଳା ବଲ କ୍ରିକେଟରେ ବିରାଟ କୋହଲିଙ୍କୁ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣତି କରାଯାଏ । ଏବେ ଟି୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପରିସଂଖ୍ୟନ ଉପରେ ଅନୁଧ୍ୟାନ କରାଯାଇଥିଲା । କୋହଲି ଆଗରେ ରହିବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ କେଏଲ ରାହୁଲ ସ୍ଥିର ପ୍ରଦର୍ଶନ ଦେଇ…

ଏଥିପାଇଁ ବିଦ୍ୟା ଅନ୍ୟମାନଙ୍କଠାରୁ ଅଲଗା

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ବିଦ୍ୟା ବାଲନ୍ । ଯାହାଙ୍କ ପାଇଁ ଅଭିନୟ କେବଳ ଏକ ପେଶା ନୁହେଁ, ବରଂ ଏକ ନିଶା । ନିଜ କ୍ୟାରିୟର ମଧ୍ୟରେ ସେ ଅନେକ ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିଛନ୍ତି ଏବଂ ପ୍ରତିଟି ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି ଗଢ଼ି ତୋଳିଛନ୍ତି। ଆଜି ଆମେ ଆପଣଙ୍କୁ…

ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ, ଏହାର ପରିଣାମ ନିଶ୍ଚୟ ଭୋଗିବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଲୋକସଭାରେ ମହିଳା ସଂରକ୍ଷଣ ସମ୍ବନ୍ଧିତ ସମ୍ବିଧାନ ସଂଶୋନ ବିଧେୟକ କାଟ୍ ଖାଇଛି । ଯାହାକୁ ନେଇ ଆଜି ଶନିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନାରୀଶକ୍ତିକୁ…

ହର୍ମୁଜରେ ଭାରତୀୟ ଟ୍ୟାଙ୍କର୍ ଉପରେ ଗୁଳିଚାଳନା; କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଏମଇଏ

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଦୁଇଟି ବାଣିଜ୍ୟ ଜାହାଜ ଉପରେ ଗୁଳିଚାଳନା ହୋଇଛି । ଇରାନୀ ନୌସେନା ଗୁଳିଚାଳନା କରିଥିଲା, ଯାହା ଏକ ଭାରତୀୟ ଜାହାଜକୁ ଟାର୍ଗେଟ କରିଥିଲା । ଏହି ସମସ୍ୟାର ସମାଧାନ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଇରାନୀ ରାଷ୍ଟ୍ରଦୂତଙ୍କୁ ସମନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍ସ ବା SITI ଓଡିଶା ପ୍ରତିଷ୍ଠା କରିବେ । ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ । ସମୃଦ୍ଧ ଓଡ଼ିଶା ୨୦୩୬…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ନୂଆପଡ଼ା ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା

ନୂଆପଡା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା…

କିଲର ମିଲରଙ୍କ କମାଲ, ଗୋଟିଏ ବଲ ବାକିଥାଇ ବେଙ୍ଗାଲୁରକୁ ହରାଇଲା ଦିଲ୍ଲୀ

ବେଙ୍ଗାଲୁର: ଚଳିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ବଲ ବାକିଥାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ପରାସ୍ତ କରିଛି । ଶେଷ ଭାଗରେ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଆରସିବି ହାତରୁ ମ୍ୟାଚ ଛଡେଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୮…

କ୍ରିକେଟ ପରେ ଫୁଟବଲରେ ମଧ୍ୟ କମାଲ କଲେ ଏହି ଖେଳାଳି

ସିଡନୀ: କ୍ରିକେଟ ପଡିଆରେ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ମାଥ୍ୟୁ ୱାଡେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏବେ ସେ ଫୁଟବଲ ପଡିଆରେ ମଧ୍ୟ କମାଲ ଦେଖାଉଛନ୍ତି । ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ ଖେଳାଳି ସଦର୍ଣ୍ଣ ଫୁଟବଲ ଲିଗରେ ଲାଡରଡେଲ କ୍ଲବ ପକ୍ଷରୁ…

କିମ୍ସରେ ସୂକ୍ଷ୍ମ ପ୍ରକ୍ରିୟାରେ ଗଣ୍ଠି ପ୍ରତିରୋପଣ ଓ ଶୀଘ୍ର ଆରୋଗ୍ୟ ପାଇଁ ଉନ୍ନତ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ବର: କିମ୍ସ ଭୁବନେଶ୍ୱରରେ ସୂକ୍ଷ୍ମ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ପାଇଁ ଅତ୍ୟାଧୁନିକ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ଦ୍ଵାରା ରୋଗୀ ଯନ୍ତ୍ରଣା ଶୂନ୍ୟ ସହ ଦ୍ରୁତ ଆରୋଗ୍ୟ ଲାଭ କରିଥାଏ । ବିଶେଷ କରି ଗମ୍ଭୀର ଆଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହା…