ଦୁଇଟି ଗାଡ଼ିକୁ ଧକ୍କା ଦେଲା ସରକାରୀ ବସ୍, ଘଟଣାସ୍ଥଳେ ୮ଜଣଙ୍କର ମୃତ୍ୟୁ
ଚେନ୍ନାଇ: ତାମିଲନାଡୁର ସେଲମରେ ଏକ ସରକାରୀ ବସ୍ ଦୁଇଟି ଗାଡ଼ିକୁ ଧକ୍କା ଦେଇଛି। ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଥମାସୋଲପୁରମ ନିକଟରେ ଏହି ଘଟଣା ଘଟିଛି। ସଲେମର ସୁଲାଇ ମେଡୁରେ ସରକାରୀ ବସ୍ ଏକ ପିକଅପ୍ ଏବଂ ବାଇକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ସରକାରୀ ବସ୍ଟି…