The Bluff trailer: ରକ୍ତାକ୍ତ ଆକ୍ସନ୍ ଅବତାରରେ ପ୍ରିୟଙ୍କା ଚୋପ୍ରା, ଚହଳ ସୃଷ୍ଟି କରିଛି ‘ଦି…
ମୁମ୍ବାଇ: ବିଶ୍ୱସ୍ତରୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଆଗାମୀ ଚଳଚ୍ଚିତ୍ର 'ଦି ବ୍ଲଫ୍'ର ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି, ଯାହା ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଆଲୋଚନା ସୃଷ୍ଟି କରିଛି। ପ୍ରିୟଙ୍କା ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଟ୍ରେଲରଟି ସେୟାର କରି ଲେଖିଛନ୍ତି,…