ଡିଜିଟାଲ ଆରେଷ୍ଟ ଦୁର୍ନୀତି ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ; ବ୍ଲକ୍ ହେବ ଏହି ଆକାଉଣ୍ଟ ଏବଂ…
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଡିଜିଟାଲ ଆରେଷ୍ଟ ପାଇଁ ବ୍ୟବହୃତ ଡିଭାଇସ୍ ଆଇଡିଗୁଡ଼ିକୁ ବ୍ଲକ୍ କରିବାକୁ ହ୍ୱାଟ୍ସଆପକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ସାଇବର ଶାଖା, ଇଣ୍ଡିଆନ୍ ସାଇବର କ୍ରାଇମ୍…