Odisha Weather: ୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା, ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା…
ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସକାଳ ୧୦ଟା ପର୍ଯ୍ୟନ୍ତ ଦୃଶ୍ୟମାନ କମ୍ ହେଉଥିବାରୁ ରାସ୍ତାରେ ଯାତାୟତ କରିବା ଅସୁବିଧା ହୋଇପଡିଛି । ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ…