Latest Odisha News

BREAKING NEWS

Yearly Archives

2026

Men’s Hockey India League:କମ୍ପିବ ଷ୍ଟାଡିୟମ…ଆଜିଠୁ ପୁରୁଷ ହକି ଇଣ୍ଡିଆ ଲିଗ୍‌ ଆରମ୍ଭ;ଭୁବନେଶ୍ବରରେ…

ଚେନ୍ନାଇ:ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିବାବେଳେ ଏପଟେ ପୁରୁଷଙ୍କ ଲିଗ୍‌ ଆଜିଠୁ (ଶନିବାର-୩ ଜାନୁଆରୀ) ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ…

ସନ୍ତୋଷ ଟ୍ରଫି ଫୁଟବଲ : ୫ ପୂର୍ବ ଚାମ୍ପିୟନ ଟିମ ସହ ଗୋଟିଏ ଗ୍ରୁପରେ ଓଡିଶା

ନୂଆଦିଲ୍ଲୀ: ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ରାଉଣ୍ଡରେ ଓଡିଶା ପ୍ରବେଶ କରିଛି । ତେବେ ଓଡିଶା ୫ ପୂର୍ବ ଚାମ୍ପିୟନ ସହ କଷ୍ଟକର ଗ୍ରୁପରେ ରହିଛି । ଗ୍ରୁପ ବିରେ ଓଡିଶା ସହ କେରଳ, ସର୍ଭିସେସ, ପଞ୍ଜାବ, ରେଲୱେ ଓ ମେଘାଳୟ ରହିଛନ୍ତି । ଗ୍ରୁପ ଏରେ ୩୩ ଥର ଚାମ୍ପିୟନ ବେଙ୍ଗଲ,…

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି; ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, ସାମିଲ ହେଲା OAS, ORS

ଭୁବନେଶ୍ୱର: ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି ବାହାରିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ଆଶାୟୀ। ଯାହାକୁ ନେଇ ବଡ଼ ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ OPSC ରେ ସାମିଲ ହୋଇଛି OAS, ORS। ୧୪ OAS ଓ ୧୧୩ଟି ORS ପଦବୀକୁ ସାମିଲ କରି ସାନି ବିଜ୍ଞପ୍ତି ଜାରି…

କଂଗ୍ରେସକୁ ଚକମା ଦେବ ବିଜେପି, ‘G RAM G’ ଗ୍ରାମୀଣ ଚାକିରି ନେଇ ଦେଶବ୍ୟାପୀ କରିବ ସଚେତନତା ଅଭିଯାନ

ନୂଆଦିଲ୍ଲୀ: ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (REGG) ବିରୋଧରେ କଂଗ୍ରେସର ଅଭିଯାନକୁ ମୁକାବିଲା କରିବା ପାଇଁ ବିଜେପି ଦେଶବ୍ୟାପୀ ଏକ ପ୍ରମୁଖ ଅଭିଯାନ ଆରମ୍ଭ କରିବ। ବିଜେପି ସଭାପତି ଜେପି ନଡ୍ଡା ଆଜି GEGG ଆଇନ ସମ୍ପର୍କରେ ଏକ ପ୍ରମୁଖ ବୈଠକ ଡାକିଛନ୍ତି। ବିଜେପି ଜାତୀୟ…

ଗମ୍ଭୀର ହଟିବେ, ଟେଷ୍ଟ କ୍ରିକେଟକୁ ଫେରିବେ କୋହଲି: ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତନ କରିବେ ବୋଲି ଅନେକ ଖବର ପ୍ରକାଶ ପାଇଛି । କୋହଲି କିନ୍ତୁ ଏ ନେଇ କୌଣସି ସଙ୍କେତ ଦେଇ ନାହାନ୍ତି । ଇତି ମଧ୍ୟରେ ଆଉ ଏକ ରିପୋର୍ଟରେ କୁହାଯାଇଛି ଗୌତମ ଗମ୍ଭୀର କୋଚ ପଦରୁ ହଟିଲେ କୋହଲି ଟେଷ୍ଟ କ୍ରିକେଟ…

ନରୱେର ଫୁଟବଲ ଖେଳାଳିଙ୍କୁ ଭେଟିଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ନରୱେର ଷ୍ଟାର ଫୁଟବଲ ଖେଳାଳି ଏର୍ଲିଙ୍ଗ ହଲାଣ୍ଡଙ୍କୁ ଭେଟିଛନ୍ତି । ମାଂଚେଷ୍ଟର ସିଟିର ଷ୍ଟ୍ରାଇକର ଗିଲଙ୍କୁ ନିଜ ସ୍ୱାକ୍ଷର ଥିବା ଏକ ଫୁଟବଲ ବୁଟ୍ସ ଏବଂ ଜର୍ସି ଉପହାର ବାବଦକୁ ଦେଇଥିଲେ । ଗିଲ ମଧ୍ୟ ତାଙ୍କୁ ଏକ ଜର୍ସି ପ୍ରଦାନ…

US attack on Venezuela: ବର୍ଷ ଆରମ୍ଭରୁ ଲଢେଇ, ଭେନେଜୁଏଲା ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଉପରେ ଆଟାକ୍

ନୂଆଦିଲ୍ଲୀ: ତାତିକି ଅଛି ଆମେରିକା । ନୂଆବର୍ଷ ଆରମ୍ଭରୁ ହିଁ କିରିଛି ବଡ଼ ଆକ୍ରମଣ । ଆମେରିକା, ଭେନେଜୁଏଲା ଉପରେ ଏକ ବଡ଼ ଆକ୍ରମଣ କରିଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଏବଂ ସାମରିକ ଘାଟିକୁ ଟାର୍ଗେଟ କରି କରାଯାଇଛି ଆଟାକ୍ । ଆମେରିକା ଭେନେଜୁଏଲାର ରାଜଧାନୀ କାରାକାସରେ ଥିବା ଏକ ପ୍ରମୁଖ…

ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ…

ପୁରୀ: ପୁଣି ଅସୁରକ୍ଷିତ ହୋଇ ପଡିଛି ଶ୍ରୀମନ୍ଦିର । ଆଜି ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ପରିଲିକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । କେହି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । କାର୍ଯ୍ୟରେ ଥିବା କର୍ମଚାରୀଙ୍କ ବିରୋଧରେ…

Bus Accident: ରୁପାଲି ଛକରେ ଛାତିଥରା ଦୁର୍ଘଟଣା, ‘ଆମ ବସ୍‌’ ଧକ୍କାରେ ୨ ମୃତ

ଭୁବନେଶ୍ୱର: ରୁପାଲି ଟ୍ରାଫିକ୍‌ ଉପରେ ‘ଆମ ବସ୍‌’ ଧକ୍କାରେ ୨ ମୃତ। ନୂଆବର୍ଷରେ ପୁଣି ଜୀବନ ନେଇ ବଦନାମ ମୁଣ୍ଡାଇଲା। ଭୁବନେଶ୍ଵର ରୁପାଲି ଟ୍ରାଫିକ୍ ରେ ଛାତିଥରା ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ଅଟୋ ଉପରେ ଚଢିଗଲା ଆମ ବସ୍। ଫଳରେ ଚାଲିଗଲା ୨ ଜୀବନ। ଘଟଣାସ୍ଥଳରେ ପ୍ରବଳ…