ଆଇପିଏଲ: ପ୍ରଥମ ବିଜୟ ହାସଲ କଲା କୋଲକାତା, ରିଙ୍କୁଙ୍କ ଅର୍ଦ୍ଧଶତକ
କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ବିଜୟ ହାସଲ କରିଛି । ରିଙ୍କୁ ସିଂଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ କେକେଆର ୪ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାଜିତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୯ ୱିକେଟ ବିନିମୟରେ ୧୫୫ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୩୯ ଓ ବୈଭବ…