କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ।
ପ୍ରାପ୍ତ ସୂଚନାନୁଯାୟୀ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଥିବା ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଆବେଦନ କରିଛନ୍ତି । ହେଲେ ଅନୁଭବ ତାଙ୍କ ପକ୍ଷ ନଶୁଣି କୌଣସି ରାୟନ ଦେବାକୁ କ୍ୟାଭେଟ୍ ଫାଇଲ୍ କରିଛନ୍ତି।
ଅଧିକ ପଢନ୍ତୁ- ଟିଆରପି ଲଢେଇରେ ମୋ ବାପାଙ୍କର କିଛି ହୋଇଗଲେ କିଏ ଦାୟୀ ରହିବ: ଅନୁଭବ
ନିକଟ ଅତୀତରେ ସ୍ୱାମୀ ଅନୁଭବ ଛାଡପତ୍ର ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।
ଅଧିକ ପଢନ୍ତୁ- ଅନୁଭବଙ୍କ ଘରେ ପହଂଚିଲା ପୋଲିସ
ଅଧିକ ପଢନ୍ତୁ- ଅନୁଭବ ମହାନ୍ତିଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର
ଅଧିକ ପଢନ୍ତୁ- ଅନୁଭବ ଛାଡିଲେ ନୂଆ ଭିଡିଓ, ପଚାରିଲେ ଏମିତି ହୁଏ କି ଘରୋଇ ହିଂସା?
Comments are closed.