Latest Odisha News

BREAKING NEWS

୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ କଂଗ୍ରେସର ନିଯୁକ୍ତି

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ରବିବାର ଦିନ ଓଡ଼ିଶାର ଜିଲ୍ଲା ଓ ସହର ପାଇଁ ସାଂଗଠନିକ ସଭାପତି ନିଯୁକ୍ତ କରାଯାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କାହାକୁ ମିଳିଛି ଦାୟିତ୍ଵ-

  • ଅନୁଗୁଳ-  ବିପ୍ଳବ ଜେନା
  • ବଲାଙ୍ଗିର- ଦିଲୀପ କୁମାର ବେହେରା
  • ବରଗଡ଼- ନିହାର ମହାନନ୍ଦ
  • ବାଲେଶ୍ବର- ସଞ୍ଜୀବ ଗିରି
  • ଭଦ୍ରକ- ସୁବ୍ରତ ଦାସ
  • ଭୁବନେଶ୍ବର- ବିଶ୍ବଜିତ ଦାସ
  • ବୌଦ୍ଧ- ନବ କିଶୋର ମିଶ୍ର
  • କଟକ- ମାନସ ଚୌଧୁରୀ
  • କଟକ ସହର- ଗିରିବାଳା ବେହେରା
  • ଦେବଗଡ଼- ଉମା ଶଙ୍କର ସାହୁ
  • ଢେଙ୍କାନାଳ- ସରୋଜ ପଟ୍ଟନାୟକ
  • ଗଞ୍ଜାମ-ରମେଶ ଚନ୍ଦ୍ର ଜେନା
  • ଗଜପତି- ଦାଶରଥୀ ଗମାଙ୍ଗ
  • ଜଗତସିଂହପୁର- ନଟବର ବାରିକ
  • ଯାଜପୁର- ମନୋକ କୁମାର ରାଉତ
  • ଝାରସୁଗୁଡ଼ା- ଭାରତ ଅବସ୍ତି
  • କନ୍ଧମାଳ- ଅନାମ ନାୟକ
  • କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି
  • କେନ୍ଦୁଝର- ବିପ୍ଳବ ମିଶ୍ର
  • ଖୋର୍ଦ୍ଧା- ସୁରେଶ କୁମାର ରାଉତରାୟ
  • କୋରାପୁଟ- ମୀନାକ୍ଷୀ ବାହିନୀପତି
  • ମୟୂରଭଞ୍ଜ- ହେମନ୍ତ ଦାସ
  • ମାଲକାନଗିରି- ଗୋବିନ୍ଦ ପାତ୍ର
  • ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ
  • ନୟାଗଡ଼- ରଣଜିତ ଦାସ
  • ନୂଆପଡ଼ା- ଘସିରାମ ମାଝୀ
  • ପୁରୀ- ଅଜିତ ମଙ୍ଗରାଜ
  • ରାଉରକେଲା- ଜର୍ଜ ତିର୍କି
  • ରାୟଗଡ଼ା- ଦୁର୍ଗା ପ୍ରସାଦ ପଣ୍ଡା
  • ସମ୍ବଲପୁର- ଅଶ୍ବିନୀ ଗୁରୁ
  • ସୁବର୍ଣ୍ଣପୁର- ଗୌରୀ ଶ୍ୟାମ ପଣ୍ଡା
  • ସୁନ୍ଦରଗଡ଼- ବେଣୁମାଧବ ତ୍ରିପାଠୀ
  • କଳାହାଣ୍ଡି- ଭରତ ଭୂଷଣ ବେମାଲ

Comments are closed.