ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ କୌଣସି ଖାସ୍ ଲୋକଙ୍କୁ ମୋବାଇଲ୍ ଫୋନ୍ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଏହି ଦିପାବଳୀ ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଆମାଜନ୍ ଏବଂ ଫ୍ଲିପ୍କାର୍ଟରେ ଆକର୍ଷଣୀୟ ଅଫର୍ ସହିତ ସୁଲଭ ମୂଲ୍ୟରେ ମିଳୁଛି ଆପଲ୍, ସାମସଙ୍ଗ୍, ମୋଟରୋଲା ପରି ବଡ ବ୍ରାଣ୍ଡ୍ର ମୋବାଇଲ୍ ଫୋନ୍। ଏଥିରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବମ୍ପର ରିହାତି ମଧ୍ୟ ପ୍ରଦାନ କରାଯାଉଛି। ଆଇଫୋନ୍ ହେଉ କିମ୍ବା ସାମସଙ୍ଗ ଗାଲାକ୍ସି ନୋଟ୍ ୧୦ ସବୁଥିରେ ମିଳୁଛି ଆକର୍ଷଣୀୟ ଅଫର୍। ଏହି ଅଫର ସହିତ ବ୍ୟାଙ୍କ କାର୍ଡସ୍ରେ ମଧ୍ୟ ଅତିରିକ୍ତ ରିହାତି ସୁବିଧା ଦିଆଯାଉଛି।
BREAKING NEWS
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’

Comments are closed.