ମୁମ୍ବାଇ: ପ୍ରଥମ ଥର ପାଇଁ କରୋନା ସଙ୍କଟ କାଳରେ ଐତିହାସିକ ସ୍ତରରେ ପହଞ୍ଚିଛି ଷ୍ଟକ୍ ମାର୍କେଟ୍। ଆମେରିକା ନିର୍ବାଚନ ଫଳାଫଳ ଏବଂ କରୋନା ଟିକା ଆସିବା ନେଇ ସକାରାତ୍ମକ ଖବର ପ୍ରଚାର ହେବା ପ୍ରଭାବରେ ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ବଡ଼ ଧରଣର ବୃଦ୍ଧି ହୋଇଛି। ସେନ୍ସେକ୍ସ ୬୮୦ ପଏଣ୍ଟ୍ ବୃଦ୍ଧି ପାଇ ୪୩,୨୨୭ ପଏଣ୍ଟ୍ରେ ବନ୍ଦ ହୋଇଛି। ପ୍ରଥମ ଥର ଲାଗି ସେନ୍ସେକ୍ସ ଏଭଳି ଉଚ୍ଚ ଏବଂ ଐତିହାସିକ ସ୍ତରରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ ବିଜୟୀ ହେବାର ସମ୍ଭାବନା ବଢିବା ଦିନ ଠାରୁ ସେନ୍ସେକ୍ସ ନିୟମିତ ଭାବେ ବଢ଼ୁଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟିରେ ମଧ୍ୟ ବୃଦ୍ଧିର ଧାରା ଜାରି ରହିଛି। ଆଜି ନିଫ୍ଟି ୧୭୦ ପଏଣ୍ଟ୍ ବୃଦ୍ଧି ପାଇ ୧୨,୬୫୦ ପଏଣ୍ଟ୍ରେ ବନ୍ଦ ହୋଇଛି।
BREAKING NEWS
- ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ୫ ଜିଲ୍ଲାରେ ୬ ଲକ୍ଷରୁ ଅଧିକ ପ୍ରଭାବିତ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ
- Kesinga SDPO:କେସିଙ୍ଗା ଏସଡିପିଓଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍;୧୫ ଦିନ ମଧ୍ୟରେ ରିପୋର୍ଟ ତଲବ…
- Rahul Gandhi in Parliament: ଲୋକସଭାରେ ପେଲେଟ୍ ଗନ୍କୁ ନେଇ ଶାହଙ୍କୁ ଘେରିଲେ ରାହୁଲ, ‘କାଶ୍ମୀରରେ ଏହା କଂଗ୍ରେସ ହିଁ ଆରମ୍ଭ କରିଥିଲା’ କହି ପାଲଟା ଜବାବ ଦେଲେ ଇଞ୍ଜିନିୟର ରଶିଦ
- ବନ୍ୟା ମୁକାବିଲାକୁ ଜୋରଦାର କଲେ ରାଜ୍ୟ ସରକାର: ରିଲିଫ୍ ବଣ୍ଟନରେ ଯେପରି ଟିକିଏ ବି ତ୍ରୁଟି ନରହେ, ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ
- ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ବିବାଦ: ସଫେଇ ଦେଲେ ଦିଲ୍ଲୀପ ତିର୍କୀ
- ନ୍ୟୁୟର୍କ ଟାଇମ୍ସର ହେଡଲାଇନକୁ ଦୃଢ଼ ବିରୋଧ କଲା ଭାରତ, କହିଲା- କାଶ୍ମୀର ପାକିସ୍ତାନର ଅଂଶ ନୁହେଁ, ଏହା ପିଓକେ
- ମହାନଦୀରେ ମଧ୍ୟମ ଧରଣର ବନ୍ୟା: ଆଜି ସନ୍ଧ୍ୟାରେ ମୁଣ୍ଡଳୀ ଅତିକ୍ରମ କରିବ ୯.୫ ଲକ୍ଷ କ୍ୟୁସେକ୍ ଜଳ, ଆସନ୍ତା ୨ ଦିନ ଅତି ଗୁରୁତ୍ୱପୂର୍ଣ୍ଣ
- ଯଦି ପୁଣି ଭାରତ ହାତକୁ ଫେରିଆସେ PoK, କ’ଣ ହେବ? CPEC ଠାରୁ ଆରମ୍ଭ କରି ପାକିସ୍ତାନର ରଣନୀତି ପର୍ଯ୍ୟନ୍ତ କ’ଣ ବଦଳିଯିବ?
- ଆସନ୍ତା ୩ ଦିନ ରାଜ୍ୟରେ କମିବ ବର୍ଷାର ପରିମାଣ, ଅଗଷ୍ଟ ୨ରୁ ପୁଣି ଫେରିବ ଲଗାଣ ବର୍ଷା
- Farmer rescue: ତାଳଗଛରେ ୨୪ ଘଣ୍ଟା…ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍
Comments are closed.