Latest Odisha News

BREAKING NEWS

ମୋନା ଦାଶ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଆଇଲ୍ୟାଣ୍ଡସବୁକ ଆୱାର୍ଡ ପାଇବାକୁ ମନୋନୀତ

ଭୁବନେଶ୍ୱର : ଇଂଲଣ୍ଡ ରେ ରହୁଥିବା ସାହିତ୍ୟିକା ମୋନା ଦାଶ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଆଇଲ୍ୟାଣ୍ଡସ ବୁକ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ସେ ତାଙ୍କର ସ୍ମୃତି କଥା “ଏ ରୋଲ ଅଫ ଦ ଡାଇସ” ପାଇଁ ଏହି ପୁରସ୍କାର ପାଇବେ । ପ୍ରଥମ ଭାରତୀୟ ଭାବରେ ମୋନା ଦାଶ ଏହି ମର୍ୟାଦାଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ମୋନା ଏବେ ଇଂଲଣ୍ଡର ଇନ୍ଫୋସିସ କମ୍ପାନୀରେ କାର୍ଯ୍ୟରତ। ଏହି ପୁରସ୍କାର ପାଇବାରେ ମୋନା ହେଉଛନ୍ତି ପ୍ରଥମ ଓଡ଼ିଆ। ବିଶିଷ୍ଟ କବି ମମତା ଦାଶ ଓ ସ୍ବର୍ଗତ ଡାକ୍ତର ରଘୁନାଥ ଦାଶଙ୍କର କନ୍ୟା। କବିତା ଓ ଗଳ୍ପ ରଚନା କ୍ଷେତ୍ରରେ ଅନେକ ସମ୍ମାନ ପାଇବା ସହ। ଲଣ୍ଡନ ମେଟ୍ରୋପଲିଟାନ ୟୁନିଭରସିଟିରୁ କ୍ରିଏଟିଭ ରାଇଟିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

Leave A Reply

Your email address will not be published.