Latest Odisha News

BREAKING NEWS

କେମିତି ଚାଲିଥିଲା ବିହାରରେ ମାଟ୍ରିକ ପରୀକ୍ଷା ?

ଭୁବନେଶ୍ୱର: ବିହାରର ଅଧିକାଂଶ ପରୀକ୍ଷାରେ ହୋଇଥାଏ ଖୋଲାଖୋଲି ନକଲ । ଏ ନେଇ ଅନେକ ଭିଡିଓ ଓ ନ୍ୟୁଜ୍ ଆର୍ଟିକଲ ସାମ୍ନାକୁ ଆସିଛି । ହେଲେ ଏଥର ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଜଣେ ପରୀକ୍ଷାର୍ଥୀ ପାଠ ପଢିବା ବଦଳରେ କପି ଚିଠା ଜରିଆରେ ଭଲ ମାର୍କ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ଶେଷରେ ତାଙ୍କର ସବୁ ଯୋଜନା ଭଣ୍ଡୁର ହୋଇଥିଲା ।

Leave A Reply

Your email address will not be published.