ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଓଭରାଲ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୭ ପଦକ ହାସଲ କରିସାରିଛି । ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ହାସଲ କରିଥିଲା । ମହିଳା ହକି ଏବଂ ମହିଳ ଗଲ୍ଫରେ ଭାରତ ବ୍ରୋଞ୍ଜ ପଦକ ହାସଲରୁ ଅଳ୍ପକେ ରହି ଯାଇଥିଲା । ୨୦୦୦ ସିଡନୀ ଓ ୨୦୦୪ ଏଥେନ୍ସରେ ଭାରତ ଖାଲି ହାତରେ ଆସିଥିଲା । ୨୦୦୮ ବେଜିଂ ଗେମ୍ସରେ ଅଭିନବ ବିନ୍ଦ୍ରାଙ୍କ ସ୍ୱର୍ଣ୍ଣ ସହ ଭାରତ ୨ ପଦକ ଜିତିଥିଲା । ଏହା ପରେ ୨୦୧୨ରେ ୬ ଏବଂ ୨୦୧୬ ରିଓ ଗେମ୍ସରେ ୨ଟି ପଦକ ଜିତିଥିଲା ।
ଟୋକିଓ ଗେମ୍ସରେ ଭାରତର ପଦକ
ସ୍ୱର୍ଣ୍ଣ (୧): ନୀରଜ ଚୋପ୍ରା, ଜାଭେଲିନ୍
ରୌପ୍ୟ (୨): ଭାରୋତୋଳନରେ ମୀରାବାଇ ଚାନୁ) ଓ ରେସଲିଂରେ ରବି ଦାହିୟା ।
ବ୍ରୋଞ୍ଜ(୪): ପିଭି ସିନ୍ଧୁ (ବ୍ୟାଡମିଂଟନ), ଲଭଲିନା ବୋରଗୋହେନ (ମହିଳା ବକ୍ସିଂ), ବଜରଙ୍ଗ ପୁନିଆ (ରେସଲିଂ) ଓ ପୁରୁଷ ହକି ଦଳ ।
BREAKING NEWS
- Shree Mandir Threat: ଶ୍ରୀମନ୍ଦିରକୁ ବୋମା ଧମକ ଘଟଣା, ଧରାପଡ଼ିଲା ଅଭିଯୁକ୍ତ
- ରାଜ୍ୟରେ ଗୋଶାଳା ନିର୍ମାଣ ପାଇଁ ଜମି ଯୋଗାଇଦେବ ରାଜସ୍ୱ ବିଭାଗ
- Davos 2026: IMFର AI ରାଙ୍କିଂ ଉପରେ ବର୍ଷିଲେ ଅଶ୍ୱିନୀ ବୈଷ୍ଣବ; କହିଲେ-ଭାରତ AI ଶକ୍ତିର ପ୍ରଥମ ଶ୍ରେଣୀର…
- ମାଲକାନଗିରିରେ ସଡ଼କ ଦୁର୍ଘଟଣା; ଗଛରେ ପିଟିହୋଇ ୨ ମୃତ
- ଦୁବାଇ-ଭୁବନେଶ୍ୱର ସିଧାସଳଖ ବିମାନ ସେବା ବନ୍ଦ କରିବା ଅଯୋଗ୍ୟତାର ସଙ୍କେତ: ବିଜେଡି
- ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…
- ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପ: ବିହାର ଚାମ୍ପିୟନ, ଓଡିଶା ରନର୍ସଅପ
- DEO Arrest Warrant: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ
- ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍ଲାଇନ୍
- IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ
Comments are closed.