ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନିଆଯାଉଛି ଭୋଟ୍ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ବି ଭୋଟ୍ ଦେଇଛନ୍ତି ।

ଭୋଟ୍ ଦେବାକୁ ଆସିଥିବା ବେଳେ ରୁଦ୍ରଙ୍କ ମାଆ ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି, ମହାରଥୀଙ୍କ ଗଡ଼ରେ କେହି ପ୍ରବେଶ କରି ନାହାନ୍ତି କି କରି ପାରିବେ ନାହିଁ । ପୁଅ ଉପରେ ପିପିଲିବାସୀଙ୍କ ଆଶୀର୍ବାଦ ରହିଛି । ରୁଦ୍ରର ବାବା ଯେମିତି ପିପିଲିଗଡ଼ର ସୁରକ୍ଷା କବଜ ସାଜି ୭ ଥର ବିଜୟ ତିଳକ ପିନ୍ଧିଥିଲେ, ଠିକ୍ ସେମିତି ପୁଅ ମଧ୍ୟ ବିଜୟ ଟିକା ପିନ୍ଧିବ ବୋଲି ରୁଦ୍ରଙ୍କ ମାଆ କହିଛନ୍ତି ।
BREAKING NEWS
- ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବ୍ରିଜ୍, ବେଳାଭୂମି ଓ ମନ୍ଦିର ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ
- New Governor of Odisha:ବଦଳିଲେ ଓଡ଼ିଶା ରାଜ୍ୟପାଳ;କମ୍ଭମପତିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେଲେ…
- କାହିଁକି ସାଉଦି ଆରବ ବିମାନ ବନ୍ଦରକୁ ଟାର୍ଗେଟ କରୁଛି ହୁତି ବିଦ୍ରୋହୀ ?
- ଧୋନୀ ଯାହା କରିବାକୁ ୩୩୧ ମ୍ୟାଚ୍ ଲଗାଇଥିଲେ, ତାହା ଶ୍ରେୟାଶ ମାତ୍ର ୧୩୩ ମ୍ୟାଚ୍ରେ କରିଦେଲେ
- Trains Cancelled: ୧୩ରୁ ୨୨ ଯାଏ ଏହି ଏକ୍ସପ୍ରେସ୍ ଓ ପ୍ୟାସେଞ୍ଜର ଟ୍ରେନ ହେଲା ବାତିଲ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଇଣ୍ଡିଆ ଏ ଦଳରୁ ବାଦ ପଡ଼ିଲେ ଋଷଭ ପନ୍ତ
- Election Cancelled:ଏହି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ସାଇନ୍ ଡାଏ ଘୋଷଣା
- ଜମ୍ମୁ-କାଶ୍ମୀର: LOC ପାର ହେବାକୁ ଯୋଜନା କରୁଥିବା ବେଳେ ଲସ୍କରର ୪ ଆତଙ୍କି ନିହତ
- INS Mangrol: ଶତ୍ରୁ ପକ୍ଷର ସବମେରାଇନ୍କୁ ପାଇଁ କାଳ ସାଜିବ INS ମାଙ୍ଗରୋଲ୍
- ରଣଜୀ ଟ୍ରଫି: ଗୌରବଙ୍କ କ୍ୟାରିୟରର ଶ୍ରେଷ୍ଠ ୧୩୭ ରନ୍ ସତ୍ତ୍ୱେ ଗୁଜରାଟ ବିପକ୍ଷରେ ପଛରେ ପଡ଼ିଗଲା ଓଡ଼ିଶା

Comments are closed.