Latest Odisha News

BREAKING NEWS

ରାଜସ୍ଥାନ ରେଷ୍ଟୁରାଣ୍ଟରେ କାହିଁକି ଏପରି ଅଜବ ନିୟମ ?

ଓଡିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନ ରାଜ୍ୟର ଏକ ରେଷ୍ଟୁରାଣ୍ଟ ଖୁବ ଚର୍ଚ୍ଚା ସାଉଣ୍ଟିଛି । ତେବେ ଖାଦ୍ୟକୁ ନେଇ ନୁହେଁ ବରଂ ରେଷ୍ଟୁରାଣ୍ଟର ଏକ ଅଜବ ନିୟମ ସମସ୍ତଙ୍କୁ ତାଜୁବ କରିଛି । ସୋସିଆଲ ମିଡିଆରେ ଏହି ଫଟୋରେ ଲେଖା ହୋଇଥିବା ନିୟମକୁ ନେଇ ବିଭିନ୍ନ ଲୋକେ ଭିନ୍ନଭିନ୍ନ ମତପୋଷଣ କରିଛନ୍ତି ।

କେବଳ ମହିଳାଙ୍କ ସହ ଏହି ରେଷ୍ଟୁରାଣ୍ଟରେ ପୁରୁଷଙ୍କୁ ପ୍ରବେଶ ଅନୁମତି ରହିଛି । ଏକ ଏୟାର କଣ୍ଡିସନର୍ ଉପରେ ହିନ୍ଦୀରେ (ୟହାଁ ଲେଡିଜ୍ କେ ସାଥ୍ ହି ଜେଣ୍ଟସ୍ ଏଲାଓ ହୈ) କିଛି ଏପରି ଲେଖା ହୋଇଛି । ଏହି ରେଷ୍ଟୁରାଣ୍ଟର ଠିକଣା ବିଷୟରେ କୌଣସି ସ୍ପ୍ମୃୀକରଣ ମିଳିପାରିନାହିଁ । ହେଲେ ଏୟାର କଣ୍ଡିସନର୍ ଉପରେ ଲେଖାହୋଇଥିବା ଅଜବ ନିୟମର ଫଟୋଟି କିନ୍ତୁ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.