ଭୁବନେଶ୍ୱର :ଛାତରୁ ଡେଇଁ ଛାତ୍ରୀଙ୍କ ଜୀବନ ଗଲା । ଜଟଣୀ ଥାନା ନାଇଜର କ୍ୟାମ୍ପସର ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଛାତ୍ରୀ ଜଣକ ହେଉଛନ୍ତି ପୂଜା ଜେଠୱାନୀ । ତାଙ୍କ ଘର ଛତିଶଗଡରେ ବୋଲି ଜଣାପଡିଛି ।ଛାତ୍ରୀ ଜଣକ ଛାତରୁ କାହିଁ ଡେଇଁଲେ କାରଣ ଅସ୍ପଷ୍ଟ ରହିଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ଛାତ୍ରୀଙ୍କ ନିକଟରୁ ଡାଏରୀ ଜବତ କରିଛି ପୋଲିସ ।ଏହି ଘଟଣା ନେଇ ପୋଲିସ ଛାତ୍ରୀଙ୍କ ପରିବାରକୁ ଅବଗତ କରିଛି ।ଛାତ୍ରୀଙ୍କ ମୃତ୍ୟୁ ପଛରେ କଣ କାରଣ ରହିଛି ,ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।
BREAKING NEWS
- Annamalai’s ‘political movement’: ତାମିଲନାଡୁରେ ଅଡୁଆରେ ବିଜେପି, ହାତ ଛାଡି ଅନ୍ନାମଲାଇ ଗଢିଲେ “We the Leaders”, କିଛି ଘଣ୍ଟା ଭିତରେ ମିଳିଲା ଲକ୍ଷ ଲକ୍ଷ ସମର୍ଥନ
- ଯଦି କକ୍ରୋଚକୁ ଗିରଫ କର; ୪୨ ଦିନିଆ ଅନଶନ ଆରମ୍ଭ ହେବ, ଜାଣନ୍ତୁ କିଏ ଦେଲେ…
- ସକାଳୁ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜଧାନୀ
- Cockroach Janta Party protest: ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’ ଫାଉଣ୍ଡର, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତର ମୁହାଁ କକ୍ରୋଚ୍…
- ‘Ocean of energy’ found: ତେଲ ଚିନ୍ତା ଗଲା! ପ୍ରାକୃତିକ ଗ୍ୟାସର ଭଣ୍ଡାର ଖୋଜି ପାଇଗଲା ଅଏଲ୍ ଇଣ୍ଡିଆ, ସମୁଦ୍ର ତଳେ ମିଳିଲା ଖଜାନା…
- ସାହାରା ମରୁଭୂମିରେ ଟ୍ରକ୍ ଅଚଳ, ଭୋକ ଶୋଷରେ ଗଲା ୫୦ ଜୀବନ
- ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
- E85 Fuel: ଆସିଗଲା ଶସ୍ତା ତୈଳ, ପେଟ୍ରୋଲ ଠୁ ୨୦ ଟଙ୍କା କମ୍
- RBIର ଡେପୁଟି ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି
- Rice Milling: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର
Comments are closed.