ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏଥର 22ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହା ସହ 16ଟି ରୈାପ୍ୟ ଏବଂ 23ଟି କାଂସ୍ୟ ପଦକ ହାସଲ କରି ମୋଟ 61 ପଦକ ସହ 4ର୍ଥ ସ୍ଥାନରେ ରହିଛି ।
22🥇. 16🥈. 23🥉🇮🇳#TeamIndia finished with 61 medals in total at Birmingham Commonwealth Games 2022 #CWG22 pic.twitter.com/U3RPaHNfz9
— Doordarshan Sports (@ddsportschannel) August 8, 2022
ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ଦୁଇ ନମ୍ବରରେ ଇଂଲଣ୍ଡ ଏବଂ 3 ନମ୍ବରରେ କାନାଡା ରହିଛନ୍ତି ।
Silver for #TeamIndia in Men's Hockey 🥈🇮🇳#CWG22 🏑 pic.twitter.com/Yyis1MHiXL
— Doordarshan Sports (@ddsportschannel) August 8, 2022
ଅଷ୍ଟ୍ରେଲିଆ 67 ଟି ସ୍ବର୍ଣ୍ଣ ସହ 57 ଟି ରୈାପ୍ୟ ଏବଂ 54 ଟି କାଂସ୍ୟ ପଦକ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ 57 ଟି ସ୍ବର୍ଣ୍ଣ ସହ 66 ରୈାପ୍ୟ ଏବଂ 53 ଟି କାଂସ୍ୟ ପଦକ ହାସଲ କରିଛି । ସେହିପରି କାନାଡା 26 ଟି ସ୍ବର୍ଣ୍ଣ, 32 ଟି ରୈାପ୍ୟ, 34 ଟି କାଂସ୍ୟ ପଦକ ସହ 3ୟ ସ୍ଥାନରେ ରହିଛି ।
Lakshya Sen sensational comeback 🥇💥 #CWG2022 pic.twitter.com/d7tyeqfI0x
— Doordarshan Sports (@ddsportschannel) August 8, 2022
PV SINDHU 🏸 #CWG2022 GOLD 🥇 MEDALLIST#TeamIndia🇮🇳 | #Cheer4India | #B2022 pic.twitter.com/Mg9rVqmOvK
— Doordarshan Sports (@ddsportschannel) August 8, 2022
Comments are closed.