ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଇଆନ ଚ୍ୟାପେଲ ଆଜି କ୍ରିକେଟ କମେଂଟ୍ରିକୁ ଅଲବିଦା କହିଛନ୍ତି । ୪୫ ବର୍ଷ ଧରି ସେ କମେଂଟ୍ରି କରି ଆସୁଥିଲେ । ରିଚି ବେନୋ, ବିଲ ଲରୀ ଓ ଟୋନୀ ଗ୍ରେଗଙ୍କୁ ନେଇ ସେ ଏକ ଟିମ ଗଠନ କରିଥିଲା । ଯାହାଙ୍କ କମେଂଟ୍ରି କ୍ରିକେଟପ୍ରେମୀଙ୍କୁ ବେଶ ପସନ୍ଦ ଆସିଥିଲା । ୨୦୧୯ରେ ଚ୍ୟାପେଲ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସେ ଏଥିରୁ ମୁକୁଳିଥିଲେ । ୭୮ ବର୍ଷୀୟ ଚ୍ୟାପେଲ କିନ୍ତୁ ଏହି ସମୟ ମଧ୍ୟରେ ମନେ ମନେ ଏଥିରୁ ଅବସର ନେବା କଥା ଚିନ୍ତା କରୁଥିଲେ । ୧୯୬୪ରୁ ୮୦ ମଧ୍ୟରେ ସେ ଟେଷ୍ଟ କ୍ରିକେଟରେ ୫୩୪୫ ରନ ସଂଗ୍ରହ କରିଥିଲେ । ୩୦ଟି ମ୍ୟାଚରେ ସେ ଅଷ୍ଟ୍ରେଲିଆର ଅଧିନାୟକ ଭାର ସମ୍ଭାଳିଥିଲେ । ୩୦ଟି ଦିନିକିଆ ମ୍ୟାଚ ଖେଳିବା ପରେ ସେ ଅବସର ଘୋଷଣା କରିଥିଲେ ଏବଂ ଏହା ପରେ ପରେ କମେଂଟେଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.