ମହିଳାଙ୍କ ବୟସ ୩୯,ହେଲେ ତାଙ୍କ ପିଲାମାନଙ୍କ ସଂଖ୍ୟା ୩୮ । ଏହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ମହିଳା ଜଣକ ହେଲ ଯୁଗାଡ଼ାର ମୁକୋନୋ ଜିଲା କବମ୍ବରୀ ଗ୍ରାମର ମାରିୟମ ନବାତାଜୀ । ମାତ୍ର ୩୯ ବୟସରେ ୩୮ ପିଲାଙ୍କୁ ଜନ୍ମ ଦେଇ ସାରିଲେଣି ।
ମାରିୟମଙ୍କର ବିବାହ ୧୨ ବର୍ଷ ବୟସରେ ହୋଇଥିଲା । ଯେତେବେଳେ ତାଙ୍କୁ ୧୩ ବର୍ଷ ବୟସ ସେତେବେଳେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ମୋଟ ଉପରେ ସେ ୨ ଥର ଗୋଟିଏ ଲେଖାଏଁ ସନ୍ତାନ ଜନ୍ମ ଦେଇଥିବା ବେଳେ ୬ ଥର ଜାଆଁଳା,୪ଥର ତିନି ସନ୍ତାନ, ୩ ଥର ୪ଟି ଲେଖାଏଁ ସନ୍ତାନ ଜନ୍ମ ଦେଇଛନ୍ତି । ମହିଳା ଜଣକ ସ୍ଥାନୀୟ ଅଂଚଳରେ ପିଲା ଜନ୍ମ ମେସିନ୍ ଭାବେ ଜଣାଶୁଣା । ମେରିୟମଙ୍କ ଯୁକ୍ତି ହେଲା, ତାଙ୍କ ବାପା ୪୫ ସନ୍ତାନର ଜନକ ଥିଲେ । ତେଣୁ ସେ ମଧ୍ୟ ସେହି ରାସ୍ତାରେ ଅଛନ୍ତି ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.