ପୁରୀ: ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିପଡିଲା ।ପୁରୀ ରେଲଓ୍ବେ ଷ୍ଟେସନରେ ନିର୍ମାଣଧୀନ କୋଠା ଛାତ ଭୁଶୁଡିପଡିଲା । ଘଟଣାସ୍ଥଳରୁ ୪ ଶ୍ରମିକଙ୍କୁ ଆହାତ ଅମସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ପୁରୀ ବଡ ମଡେକାଲରେ ଭର୍ତ୍ତି କରାଯାଇଛି। ନବନିର୍ମିତ କୋଠାର ଛାତ ପଡିବାବେଳେ ଭୁଶୁଡି ପଡିଲା । ଏହି ବଡ଼ଧରଣର ଅଘଟଣ ରେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଘଟଣା ସ୍ଥଳ ପରିଦର୍ଶନ କଲେ ପୁରୀ ଉପଜିଲ୍ଲାପାଳ । କେଉଁ ପରିସ୍ଥିତିରେ ଭୁଶୁଡିଲା ତଦନ୍ତ ହେବ କହିଲେ ଉପଜିଲ୍ଲାପାଳ ।
BREAKING NEWS
- ମଜଭୁତ ହେବ ‘ଓଡ଼ିଶା ଜନତା କଂଗ୍ରେସ’ର ସଙ୍ଗଠନ, କର୍ମୀଙ୍କୁ ମିଳିଲା ନୂଆ ଦାୟିତ୍ବ..
- Woman Renounces US citizenship: ୯୪ ବର୍ଷ ବୟସରେ ଆମେରିକାର ନାଗରିକତା ତ୍ୟାଗ କଲେ ଭାରତୀୟ ମହିଳା, କାରଣ ଜାଣି ତରଳିଗଲା ଇଣ୍ଟରନେଟର ହୃଦୟ…
- Textbook Errors Issue: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଅଭିଭାବକ ସଂଘର ଦାବି
- ଜାତୀୟ ରେକର୍ଡ କଲେ କର୍ଣ୍ଣାଟକର ପୋଲ୍ ଭଲ୍ଟର୍ ସିନ୍ଧୁଶ୍ରୀ
- ଅନଲାଇନ ଠକେଇର ଶିକାର ହେଉଛନ୍ତି କି, RBI ଫେରାଇବ ଟଙ୍କା…
- Tamilnadu Gas Leak Incident: ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଅଘଟଣ; ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ, ୧୧ରେ ପହଞ୍ଚିଲା ମୃତ୍ୟ ସଂଖ୍ୟା
- Gajapati Divas: ୫୯୧ ବର୍ଷ ପରେ ବି ଅମର ଗଜପତି କପିଳେନ୍ଦ୍ର ଦେବଙ୍କ ଗୌରବ, ଜୁନ୍ ୨୯ରେ ପାଳନ ହେବ ‘ଗଜପତି ଦିବସ @ ୫୯୧’
- ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍, ପ୍ରଧାନ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- India-US trade deal: ଆମେରିକାକୁ ଭାରତର ନା! ମନ୍ତ୍ରୀ କହିଦେଲେ, ‘ସେପର୍ଯ୍ୟନ୍ତ ସାଇନ୍ ହେବନି ଡିଲ୍…’

Comments are closed.