Latest Odisha News

ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ

ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ ଯୋଗୁ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ ହୋଇଯାଇଛି । ଏହାର ଆୟୋଜକ ମାଲେସିଆ ସୋମବାର ଏହି ଘୋଷଣା କରିଛି । ସେପ୍ଟେମ୍ବରରେ ଏହା ପୁନଃ ଆୟୋଜିତ ହେବ । ସେହିପରି କତାର ମଟୋର ଗ୍ରାଁପ୍ରି ମଧ୍ୟ ରଦ୍ଧ କରାଯାଇଛି ।

କରୋନା ଭାଇରସ ଆତଙ୍କ ଯୋଗୁ ବିଶ୍ୱରେ ୯୦, ୦୦୦ ପାଖାପାଖି ଲୋକ ସଂକ୍ରମିତ ହୋଇଛନ୍ତି । ଏହା ଯେପରି ନ ବ୍ୟାପିବ ସେଥିନେଇ ସମସ୍ତ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରୁ ନାହାନ୍ତି ।

Comments are closed.