Latest Odisha News

BREAKING NEWS

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏନେଇ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ।

https://www.instagram.com/p/CEydxJNp3mB/?utm_source=ig_web_button_share_sheet

ସେ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, “ ମୁଁ କରୋନା ସଂକ୍ରମିତ ହୋଇଛି । ଏହା ମୋର କର୍ତ୍ତବ୍ୟ ଯେ ମୁଁ ଏକଥା ଆପଣମାନଙ୍କୁ ଜଣାଇବି । ମୁଁ ସୁସ୍ଥ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ଘରେ ଆଇସୋଲେଟ୍ ହୋଇଛି” ।

 

Leave A Reply

Your email address will not be published.