Latest Odisha News

ବ୍ୟଙ୍ଗ : ଦିବ୍ୟ ପାଠକର ସନ୍ଧାନେ (ଆତ୍ମସ୍ତୁତି- ୧)

ପିଲାଟି ଦିନରୁ ମୋର ବହି ପ୍ରତି ବିଶେଷ ଆଗ୍ରହ । ପାଠ ବହି ଛଡା ଆଉ ସବୁ ପ୍ରକାର ବହିସହ ଥାଏ ମୋର ଏକ ବିଶେଷ ଅନୁରାଗ । ସେଥିପାଇଁ ବହୁତ ଗାଳି ଶୁଣୁଥିଲି । ସାଙ୍ଗ ସାଥୀଙ୍କ ସହ ବସିଲେ କଥା ଛଳରେ ମୁଁ ଗପ କହିବା ଆରମ୍ଭ କରେ । ସେଥିପାଇଁ ମୋର ସାଙ୍ଗ ସଂଖ୍ୟା ଅହେତୁକ ଭାବେ କମିବାରେ…

ବ୍ୟଙ୍ଗ : କରୋନା ପଜିଟିଭ

ଆଜି ବୀରବର ବାବୁଙ୍କ ମନ ଭାରି ଦୁଃଖ । ନିର୍ବାଚନ ହାରିଯିବା ପରଠୁ ମନକୁ ଯେନ ତେନ ପ୍ରକାରଣ ବୁଝେଇ ଚୁପ ଚାପ ଘରେ ରହିଥିଲେ । ଦିନେ ତାଙ୍କ ଆଖ ପାଖରେ ଭଣୁଆ ମାଛି ଭଳି ଘେରି ରହୁଥିବା ଚାଟୁକାରମାନଙ୍କ ଆଉ ଦେଖା ନାହିଁ । କାଁ ଭାଁ କିଏ କେମିତି କାମ ପଡିଲେ ଆସି ତାଙ୍କୁ ମୁଣ୍ଡିଆଟିଏ…

ବ୍ୟଙ୍ଗ : ବାପାଙ୍କୁ ଚିଠି

ବାବା ଆଜି ତୁମକୁ ମୋ' ରୁମରୁ ତୁମକୁ ଚିଠି ଲେଖୁଛି । ଚିଠି ଦେଖି ଆଶ୍ଚର୍ଯ୍ୟ ହେବନି । କଥା କଣ କି ପିତୃ ଦିବସ ପାଇଁ ଗୋଟେ ଖବରକାଗଜ ମୋତେ ଏଇ ଫର୍ମାଟ ଦେଇଛି । ମୁଁ ଜାଣେ , ତୁମେ ଜାଣ ଚିଠି ଲେଖିବାର ଅଭ୍ୟାସ ମୋର ନାହିଁ । ଅନ୍ୟ ଦୁଃଖୀ ଆତ୍ମା ଲେଖକଙ୍କ ଭଳି ପାଠକଙ୍କୁ ଛଳ ଛଳ କରି ଓଦା…