Latest Odisha News

BREAKING NEWS

ବ୍ୟଙ୍ଗ: ପ୍ରଥମା

ଏବେ ଏବେ ଗଲା ପ୍ରଥମାଷ୍ଟମୀ । ସବୁ 'ପ୍ରଥମ' ମାନେ ନୂଆ ଜାମା ପିନ୍ଧି ଏଣ୍ଡୁରୀ ପିଠା ଖାଇ ମଉଜ଼ କଲେ । ଆମେ ପିଠା ପ୍ରିୟ ବୋଲି କ'ଣ ଟିକେ ମାଗି ଦେଇଥିଲୁ । ଖାଇ ଖାଇ ଦୁଇ ତିନିଟା ଖଣ୍ଡେ ଖାଇଥାନ୍ତୁ, କୋଉ ସବୁ ସାରିଦେଉଥିଲୁ ଯେ ଏତେ ସଙ୍କୋଚ ! ଜଣେ ଭାଇ କହିଲେ ପିଠା ଖାଇବ ନା ପିଠିରେ…

ବ୍ୟଙ୍ଗ : ଓଁ ସର୍ଟକଟ୍ ଦେବାୟ ନମଃ

ସରସ୍ୱତୀ ଓ ଗଣେଶଙ୍କ ଭିତରେ ବଚସା ହେଲା । ମା ସରସ୍ଵତୀ ଗଣେଶଙ୍କୁ କହିଲେ- "ମୋ ଭକ୍ତମାନଙ୍କୁ ଦେଖ କେମିତି ଶାନ୍ତ ସୁଧାର । କେତେ ଭକ୍ତିରେ ମୋତେ ପୂଜା କରୁଛନ୍ତି । ମୋ ଭକ୍ତ ମାନେ ଏଡ଼େ ବୁଦ୍ଧିଆ ଯେ ଆଇ.ଏ. ଏସ, ଆଇ ପି ଏସ, ଇଞ୍ଜିନିୟର ,ଡାକ୍ତର ଭଳି ବଡ଼ ବଡ଼ ଚାକିରୀ କରି ପରିବାର ଓ ଦେଶର…

ବ୍ୟଙ୍ଗ : ପାହାରର ଇତିବୃତ୍ତ

ଯାହା ହେଉ ଫେସବୁକରେ ଲେଖିବା ଦ୍ୱାରା ଅନେକ କିଛି ପାଇଛି ତା ଭିତରୁ ପ୍ରମୁଖ ହେଲା ଅନେକ ସ୍ନେହୀ ବନ୍ଧୁ ଓ କିଛି ଉପାଧି ବା ଉପନାମ । ଅନେକ ସମୟରେ ଲେଖାଟିଏ ପୋଷ୍ଟ କରିସାରିବାର ଅଳ୍ପ ସମୟ ପରେ କିଛି ସ୍ନେହୀ ନାଗୁଆ ଗରାଖ(ନିୟମିତ ପାଠକ)ଙ୍କ ଠାରୁ ଭଲ ଭଲ କମେଣ୍ଟ ସବୁ ମେସେଞ୍ଜର କିମ୍ବା…

ବ୍ୟଙ୍ଗ : ସଭା ବିସମ୍ବାଦ

ଏଇ ସଦ୍ୟ ଏକ ସାହିତ୍ୟ ସଭାରୁ ଫେରିଲି । କରୋନା ଯୋଗୁଁ ଦୁଇବର୍ଷ ହେଲା ସଭା ସମିତିରୁ ଦୂରରେ ରହି ମୁଁ କି ପ୍ରକାରର ମାନସିକ ଯନ୍ତ୍ରଣା ଭୋଗିଛି ତାହା କେବଳ ମୋତେ ଜଣା । ସଭା ଶେଷରେ ଉଦ୍ୟୋକ୍ତା ମହୋଦୟ କହିଲେ ଆପଣ ବହୁ ମୂଲ୍ୟ ସମୟ ଦେଇ ଏଠାକୁ ଆସିଲେ ସେଥିପାଇଁ ଧନ୍ୟବାଦ । ମୁଁ କହିଲି…

ବ୍ୟଙ୍ଗ : ରିଷ୍ଟ ଖଣ୍ଡନ

କାଳୀ ପୂଜା ଆସିଲେ ମନେପଡୁଛି ପୁରୁଣା କଥା । ଋଷି ଭାଇନାଙ୍କୁ ଏଇ ଦିନ କଥା କହିବାକୁ ଫୁରସତ ନଥାଏ । ଅଣ୍ଟିରେ ଦକ୍ଷିଣା ମୁହଁରେ ପାନ ଦେଖିଲା ମାତ୍ରେ ଖାଲି ହାତ ଉଠେଇ 'ହଁ ସାଙ୍ଗ' ବୋଲି କହି ଭକ୍ତିଆ ଗରାଖଙ୍କ ଭିତରେ ହଜି ଯାଉଥିଲେ । ଭିଡ଼ ଏମିତି ହୁଏ ଯେ ଏକା ସାଙ୍ଗରେ ପାଞ୍ଚ ପାଞ୍ଚଟା…

ବ୍ୟଙ୍ଗ : ଈଶ୍ୱରୀୟ ଲୀଳା

ଦିନେ ଗଙ୍ଗା କହିଲେ, "ମୁଁ ସମସ୍ତଙ୍କ ପାପ ଧୋଉଛି । ମୋ ଜଳରେ ମଣିଷର ଶୋଷ ମେଣ୍ଟୁଛି । ଫସଲ ହଉଛି । ସମସ୍ତଙ୍କୁ ଖାଦ୍ୟ ମିଳୁଛି । ତେଣୁ ମୁଁ ବଡ଼, କେବଳ ମୋର ପୂଜା ହେବା ଦରକାର । " ଶିବ କହିଲେ, "ତୁମେ କି ବଡ଼ ହୋ, ତୁମେତ ମୋ ଜଟା ଭିତରୁ ବହାରିଛ ତେଣୁ ମୁଁ ସବୁଠୁ ବଡ଼ । " ଏହା ଶୁଣି…

ବ୍ୟଙ୍ଗ : ଘରଣୀ ଆମର ଭାରି ଚତୁରୀ

ଏଇ ଗତ ରଜ ସମୟର କଥା । ୟୁଟ୍ୟୁବ ବିଶ୍ୱ ବିଦ୍ୟାଳୟରୁ ରୋଷେଇ ଶାସ୍ତ୍ରରେ ପିଏଚଡ଼ି କରିଥିବା ଆମ୍ଭ ବୁଦ୍ଧିମତୀଙ୍କ ଯାବତୀୟ ଗବେଷଣାରେ ଉତ୍ପୀଡିତ ପୁରା ପରିବାର । ବୁଦ୍ଧିମତୀ ଯେତେବେଳେ ତାଙ୍କ ଗବେଷଣାଗାର (ରୋଷଶାଳ)ରେ ଗବେଷଣାରତ ଥା'ନ୍ତି ସେତେବେଳ ସବୁଠୁ ବେଶି ଆତଙ୍କିତ ମୁଁ ଥାଏ ।…

ବ୍ୟଙ୍ଗ : ପ୍ରକାଶନ ବିସମ୍ବାଦ

ଭାଇ ନମସ୍କାର । ଭଲ ଅଛନ୍ତି ? ଆପଣ ଅମୁକ ପତ୍ରିକା କିଣିଲେଣି ? ବଢିଆ ହୋଇଛି କୁଆଡେ । — ନା କିଣିନି । — ଗୋଟେ କପି କିଣିବେ ନିଶ୍ଚୟ । — ଆଚ୍ଛା ହଉ…। — କଥା କଣ କି ଭାଇ ମୋର ଗୋଟେ ଲେଖା ବାହାରିଛି ସେଥିରେ । ଆପଣ ପଠେଇ ନଥିଲେ କଣ ? କେଉଁ କେଉଁ ପତ୍ରିକାକୁ ଆପଣ ଲେଖା ଦେଇଥିଲେ ?…

ବ୍ୟଙ୍ଗ : ଖାଣ୍ଟି ଓଡ଼ିଆ

ଜାପାନ ଗୋଟେ ଛୁଞ୍ଚି ବନେଇଲା । ଆମେରିକା ତାକୁ ଖୁବ ସୁନ୍ଦର ଖୋଳରେ ପୂରେଇ ଭାରତକୁ ପଠେଇଲା । ଭାରତ ତା ଉପରେ 'ମେଡ ଇନ୍ ଇଣ୍ଡିଆ ' ଲେଖି ଆତ୍ମନିର୍ଭରଶୀଳ ଦୋକାନରେ ବିକ୍ରି କଲା । ଏହିପରି ସୂକ୍ଷ୍ମ ବୁଦ୍ଧି ରଖୁଥିବା ଭାରତ ଭିତରେ ସବୁଠୁ ଚମକପ୍ରଦ ରାଜ୍ୟଟି ହେଲା ଉତ୍କଳ । ଉତ୍କୃଷ୍ଟ କଳାର…

ବ୍ୟଙ୍ଗ : ସୀତାଫଳର ଆଖ୍ୟାନ

ଭାରତର ପ୍ରାଚୀନ ଗ୍ରନ୍ଥମାନ ଉଣ୍ଡାଳିଲେ ଜଣାପଡେ ଆତକୁ ଆଗେ ସୀତାଫଳ କହୁଥିଲେ । ଏବେ ମଧ୍ୟ ସେହି ନାମକୁ ଅନେକତ୍ର ବ୍ୟବହାର କରାଯାଉଛି । ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୫୨୬ ପରେ ମୋଗଲମାନଙ୍କ ଦ୍ୱାରା ଏହାର ନାମ ସୀତାଫଳରୁ ଆତ ରଖାଯାଇଥିଲା ।ବିଶିଷ୍ଟ ଐତିହାସିକ କାଶୀନାଥ ପୂଜାପଣ୍ଡାଙ୍କ ରଚିତ…