୧୦୦ ବର୍ଷ ପରେ ବୈଜ୍ଞାନିକଙ୍କ ବଡ଼ ସଫଳତା: ମିଳିଲା ନୂଆ ପ୍ରଜାତିର ବିଲେଇ, ଦେଖିବାକୁ ଠିକ୍ କଲରାପତ୍ରିଆ ବାଘ ପରି
ନୂଆଦିଲ୍ଲୀ: ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟର ବ୍ୟବଧାନ ପରେ ବୈଜ୍ଞାନିକମାନେ ଏକ ନୂତନ ପ୍ରଜାତିର ଜଙ୍ଗଲୀ ବିଲେଇ ଆବିଷ୍କାର କରିଛନ୍ତି । ଦକ୍ଷିଣ ଆମେରିକାର ବୋଲିଭିଆ ସ୍ଥିତ ଆଣ୍ଡିଜ୍ ପର୍ବତମାଳା ଓ ଆମାଜନ ଅବବାହିକା ମଧ୍ୟରେ ଥିବା 'ୟୁଙ୍ଗାସ' ରହସ୍ୟମୟ ଜଙ୍ଗଲରେ ଏହି ବିରଳ ବିଲେଇର ସନ୍ଧାନ…