Latest Odisha News

BREAKING NEWS

ବିଜେପି ସଭାପତିଙ୍କ ନିଜ ଏରିଆରେ ପ୍ରାର୍ଥୀ ଚୟନରେ ଅଡୁଆ, ବାଙ୍କୀପୁରରେ ନୂଆ ବିବାଦ

ପାଟନା/ବାଙ୍କୀପୁର: ବିହାରର ହାଇପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଭାରତୀୟ ଜନତା ପାର୍ଟି ଭିତରେ ଲାଗି ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବେ ପଦାରେ ପଡ଼ିଛି। ବିଶେଷ କରି ଦଳର ନେତା ନୀରଜ କୁମାର ସିହ୍ନାଙ୍କ ବାୟୋଡାଟାରେ ଥିବା…

୬ ବର୍ଷ ହେଲା ହୋଇନି ଗୋଟିଏ ବି ପରୀକ୍ଷା! ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ୧୬ଟି କଲେଜକୁ କଡ଼ା ନୋଟିସ୍

ବାଲେଶ୍ୱର: ନର୍ସିଂ ପଢ଼ି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ସ୍ୱପ୍ନ ଦେଖିଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ। ଆଡମିଶନ କରିବାର ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏଁ ଗୋଟିଏ ବି ପରୀକ୍ଷା ଦେଇପାରିନାହାନ୍ତି ପିଲା। ଏଭଳି ଏକ ସାଂଘାତିକ ତଥା ଚିନ୍ତାଜନକ…

୫ ବର୍ଷରୁ ଅଧିକ ସେବା ଦେଇଥିବା ଜିଆରଏସ୍‌ଙ୍କ ପାଇଁ ବଡ଼ ଖବର: ତଥ୍ୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଗ୍ରାମ ରୋଜଗାର ସେବକ (ଜିଆରଏସ୍) ମାନଙ୍କ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ଜିଆରଏସ୍‌ଙ୍କ ସମ୍ପୂର୍ଣ୍ଣ ତଥ୍ୟ…

ଅଦିନିଆ ରଥଯାତ୍ରା ବିବାଦ: ଜିଦ୍ ଛାଡୁନି ଇସ୍କନ, କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ି ଦିଲ୍ଲୀ ଯିବ ଶ୍ରୀମନ୍ଦିର ପରିଚାଳନା…

ଭୁବନେଶ୍ୱର: ବିଦେଶ ମାଟିରେ ଇସ୍କନ ସଂସ୍ଥା ପକ୍ଷରୁ ଆୟୋଜନ କରାଯାଉଥିବା 'ଅଦିନିଆ ରଥଯାତ୍ରା'କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାମ ନେଉନାହିଁ। ନିଜ ଜିଦରେ ଅଟଳ ଥିବା ଇସ୍କନ କର୍ତ୍ତୃପକ୍ଷଙ୍କୁ ରୋକିବା ପାଇଁ ଏବେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ…

ଟାୟାରରେ ପବନ କମ୍ ରହିଲେ ଦେଶର ୪୫୦୦ କୋଟି ଟଙ୍କାର ତେଲ ବର୍ବାଦ ହେଉଛି!

ନୂଆଦିଲ୍ଲୀ: ଗାଡ଼ିର ଟାୟାରରେ ପବନ ଟିକିଏ କମ୍ ଥିଲେ, ଆମେ ପ୍ରାୟତଃ ଏହାକୁ ଅଣଦେଖା କରିଦେଉ। "ଆଉ କିଛି ବାଟ ଗଲା ପରେ ପକାଇଦେବା" ଭାବି ଆମେ ଗାଡ଼ି ଚଳାଇଥାଉ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗାଡ଼ି ଚାଳକଙ୍କର ଏହି ଗୋଟିଏ ଛୋଟିଆ ଅବହେଳା ଯୋଗୁଁ ପ୍ରତିବର୍ଷ ଦେଶର ୪,୫୦୦ କୋଟି…

ମଧ୍ୟପ୍ରଦେଶ ବିଜେପିରେ ବିଦ୍ରୋହ: ନରୋତ୍ତମ ମିଶ୍ରଙ୍କୁ ମିଳିଲାନି ଟିକେଟ୍, ଜିଲ୍ଲା ସଭାପତିଙ୍କ ସମେତ ପୂରା କମିଟିର…

ଭୋପାଳ: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଉପନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଏକ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଟିକେଟ୍ ନମିଳିବାରୁ ଦଳ ଭିତରେ ତୀବ୍ର ଅସନ୍ତୋଷ ତେଜିଛି। ଏହି ନିଷ୍ପତ୍ତିର ପ୍ରତିବାଦରେ ଦତିଆ…

ଯୁକ୍ତ ୨ ନାମଲେଖା ପାଇଁ ଲାଗିବନି ଟଙ୍କାଟିଏ ବି ଫି’, କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ 'କେଜିରୁ ପିଜି ମାଗଣା ଶିକ୍ଷା' ଯୋଜନାକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନା ଓ ଦ୍ୱନ୍ଦ୍ୱ ଉପରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଶେଷ କରି ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ (+୨) ରେ ନାମ ଲେଖାଉଥିବା…

ଚାକିରି ଛାଡ଼ିଲେ ଓଡ଼ିଶା କ୍ୟାଡର୍‌ର ଆଉ ଜଣେ ଆଇପିଏସ୍

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ଏବେ ଗୋଟିଏ ପରେ ଗୋଟିଏ ଚାକିରି ଛାଡ଼ିବା ଖବର ସାମ୍ନାକୁ ଆସୁଛି। ନିକଟରେ ଭୁବନେଶ୍ୱରର ଡିସିପି ଜଗମୋହନ ମୀନାଙ୍କ ଇଚ୍ଛାକୃତ ଅବସର ନେବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ, ଏବେ ପୁଣି ଜଣେ ଆଇପିଏସ୍ ଅଫିସରଙ୍କ ଇସ୍ତଫା ପୋଲିସ ମହଲରେ ଆଲୋଡ଼ନ…

ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ: ୪୮ ଘଣ୍ଟାରେ ଧ୍ୱଂସ ହେଲା ୧୭୦ଟି ଟାର୍ଗେଟ୍! ସାମ୍ନାକୁ ଆସିଲା ଇସ୍ରାଏଲର ବଡ଼…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳା ବାଦଲ ଘୋଟି ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଏକ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଅସ୍ତ୍ରବିରତି "ଶେଷ" ହୋଇଯାଇଛି ବୋଲି ଘୋଷଣା କରିବାର ମାତ୍ର ଦୁଇ…

ରୋଷେଇ ଘରେ ପିଆଜର ‘ହାହାକାର’: ଚଢ଼ା ଦର ପଛର ରହସ୍ୟ କ’ଣ? ସାଧାରଣ ଖାଉଟିଙ୍କ ପକେଟ୍‌ ଉପରେ ଚାପ

ଭୁବନେଶ୍ୱର: ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଖାଉଟିଙ୍କ ପାଇଁ ଏବେ ପିଆଜର ଦରବୃଦ୍ଧି ନୂଆ ସମସ୍ୟା ସୃଷ୍ଟି କରିଛି। ମାତ୍ର ଦଶ ଦିନ ମଧ୍ୟରେ ପିଆଜର ଦର ସିଧାସଳଖ ଦୁଇଗୁଣ ହୋଇଯାଇଛି। ଦଶ ଦିନ ତଳେ ଯେଉଁ ପିଆଜ କିଲୋ ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିଲା, ବର୍ତ୍ତମାନ ତାହା ୪୦ ଟଙ୍କା…