Latest Odisha News

BREAKING NEWS

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଥାଲାପତି ବିଜୟଙ୍କ ନୂଆ ଅନ୍ଦାଜ: ଶାସନ ଶୈଳୀ ମାଧ୍ୟମରେ ସମାଲୋଚକଙ୍କୁ ଦେଲେ କଡ଼ା…

ଚେନ୍ନାଇ: ଚଳଚ୍ଚିତ୍ର ଦୁନିଆରୁ ରାଜନୀତିରେ ପାଦ ଥାପି ନିଜର ପ୍ରଥମ ପ୍ରୟାସରେ ହିଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା 'ଥାଲାପତି' ବିଜୟ ଏବେ ନିଜ ଶାସନ ଶୈଳୀକୁ ନେଇ ସାରା ଦେଶରେ ଚର୍ଚ୍ଚାରେ। ଗତ ମେ' ୧୦ ତାରିଖରେ ନିଜ ଦଳ 'ତାମିଲଗା ଭେଟ୍ରି କାଜଗମ୍' (TVK) ମାଧ୍ୟମରେ…

‘ଆମେ ପାକିସ୍ତାନର ଅଂଶ ନୁହେଁ, ଦରକାର ପଡ଼ିଲେ ଭାରତ ସହ ମିଶିବୁ’

ରାୱଲକୋଟ୍: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ପାକିସ୍ତାନ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ତୀବ୍ର ରୂପ ନେଇଛି। ଇସଲାମାବାଦର ଅବହେଳା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କଟକଣା ଯୋଗୁଁ ଅତିଷ୍ଠ ହୋଇପଡ଼ିଥିବା ସ୍ଥାନୀୟ ବାସିନ୍ଦା ଏବେ ଖୋଲାଖୋଲି ବିଦ୍ରୋହ କରିଛନ୍ତି। …

ହ୍ୱାଟସ୍‌ଆପ୍‌ର ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ: ମେଟାକୁ ଜାରି ହେଲା…

ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇ ଏବଂ ଡିଜିଟାଲ୍ ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସ୍‌ଆପ୍‌ (WhatsApp) ର ଏକ ଆଗାମୀ ଫିଚରକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହ୍ୱାଟସ୍‌ଆପ୍‌ରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଥିବା…

ଆମେରିକାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ: ଜୁଲାଇ ୪ ଛୁଟିଦିନ ପୂର୍ବରୁ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ମଧ୍ୟ ଏବଂ ପୂର୍ବ ଭାଗରେ ଏବେ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଜାତୀୟ ପାଣିପାଗ ସେବା ପକ୍ଷରୁ ଏହି ଚରମ ପାଣିପାଗକୁ ନେଇ କଡ଼ା ଚେତାବନୀ ଜାରି କରାଯିବା ସହ ଦେଶର ପ୍ରାୟ ୧୩ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ହିଟ୍ ଆଲର୍ଟ ଘୋଷଣା କରାଯାଇଛି। ଦେଶର ୨୫୦ତମ…

ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା: ରାଜ୍ୟ କ୍ୟାବିନେଟର ଯୁଗାନ୍ତକାରୀ ନିଷ୍ପତ୍ତି

ଭୁବନେଶ୍ୱର: ଦାରିଦ୍ର୍ୟ ଏବଂ ଅର୍ଥ ଅଭାବରୁ ଏଣିକି ଆଉ କାହାରି ପାଠପଢ଼ାରେ ଡୋରି ବନ୍ଧାହେବ ନାହିଁ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ତଥା ପ୍ରତ୍ୟେକ ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ଏବଂ ଯୁଗାନ୍ତକାରୀ ନିଷ୍ପତ୍ତି…

ଜେଲରେ ୩୦ ଦିନ ରହିଲେ ଯିବ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦ: ବିବାଦୀୟ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଶୀଘ୍ର…

ନୂଆଦିଲ୍ଲୀ: କୌଣସି ସଙ୍ଗୀନ ଅପରାଧରେ ଗିରଫ ହୋଇ କ୍ରମାଗତ ୩୦ ଦିନ ହାଜତ ବା ଜେଲରେ ରହିଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀମାନଙ୍କୁ ଆପେ ଆପେ ନିଜ ପଦ ହରାଇବାକୁ ପଡ଼ିବ। ଏପରିକି ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିୟମରୁ ବାଦ୍ ପଡ଼ିବେ ନାହିଁ। ଭାରତୀୟ…

ଦୁଇ ଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ, କିନ୍ତୁ ଏମାନଙ୍କ କାହିଁକି ରହିଛି କୋହଳ?

ନୂଆଦିଲ୍ଲୀ: ଭାରତରେ ସଡ଼କ ସୁରକ୍ଷାକୁ ନେଇ କଡ଼ା ନିୟମ ରହିଛି। ଦୁଇ ଚକିଆ ଯାନ ବା ବାଇକ୍ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ସମସ୍ତଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଏହି ନିୟମର ଉଲ୍ଲଂଘନ କଲେ ଟ୍ରାଫିକ୍ ପୋଲିସ ପକ୍ଷରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଥାଏ। ତେବେ ଦେଶର ଟ୍ରାଫିକ୍…

ଜିଏସଟି ଲାଗୁ ହେବାର ୯ ବର୍ଷ ପୂରଣ: ଟିକସଦାତାଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି, ଆଗାମୀ ପରିଷଦ ବୈଠକ ଉପରେ ଶିଳ୍ପ ଜଗତର…

ନୂଆଦିଲ୍ଲୀ: ୨୦୧୭ ମସିହା ଜୁଲାଇ ୧ ତାରିଖରେ ସାରା ଦେଶରେ ଲାଗୁ ହୋଇଥିବା ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥା ସଫଳତାର ସହ ୯ ବର୍ଷ ପୂରଣ କରିଛି। ଏବେ ଶିଳ୍ପ ଜଗତ ଏବଂ ଟିକସଦାତାମାନେ ଏଥିରେ ଆହୁରି କିଛି ବଡ଼ ସଂସ୍କାରକୁ ଅପେକ୍ଷା କରିଛନ୍ତି। ଆଗାମୀ ଦିନରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍…

ସରକାରୀ ଡାକ୍ତରଖାନା ପାଲଟିଲା ଫିଲ୍ମ ସେଟ୍: ୪ ଘଣ୍ଟା ଧରି ଚାଲିଲା ସୁଟିଂ, ବାହାରେ ଛଟପଟ ହେଲେ ରୋଗୀ

ଭଦ୍ରକ: ରୋଗୀଙ୍କ ସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାରେ ଚିକିତ୍ସା ବଦଳରେ ଚାଲିଲା ଚଳଚ୍ଚିତ୍ର ସୁଟିଂ। ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଡାକ୍ତରଙ୍କ ଦେଖା ନପାଇ ନିରାଶରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ପ୍ରାଥମିକ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦାଦନ ଖଟିବାକୁ ପଠାଉଥିବା ଦଲାଲ୍ ଶ୍ରୀକାନ୍ତ ଜୁଆଙ୍ଗଙ୍କ ନାମରେ ୬ଟି ଥାନାରେ ଏତଲା

କେନ୍ଦୁଝର: ତାମିଲନାଡୁର ଏକ କାରଖାନାରେ ଗତ ଜୁନ୍ ୨୧ ତାରିଖରେ ଘଟିଥିବା ଭୟାବହ ଗ୍ୟାସ ଲିକ୍ ଦୁର୍ଘଟଣାରେ ୧୩ ଜଣ ନିରୀହ ଶ୍ରମିକଙ୍କ ଜୀବନ ଯିବା ପରେ ରାଜ୍ୟ ପ୍ରଶାସନ ଏବେ ତତ୍ପର ହୋଇଉଠିଛି। ଏହି ହୃଦୟବିଦାରକ ଘଟଣାରେ ମୃତକଙ୍କ ମଧ୍ୟରେ ୬ ଜଣ ନାବାଳକ ଥିବାବେଳେ, ଏବେ ଓଡ଼ିଶାର ଶ୍ରମ ବିଭାଗ…