Latest Odisha News

BREAKING NEWS

ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ବାଇ-ଲ’

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ ଲ’ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ପଟେଲ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, NMA ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିଫିକେସନ…

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । କରୋନା ପରେ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ । ପୂର୍ବରୁ ପୁରୀ ଯାଇ ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାମର…

ଟିକା ନେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ । ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକପଣ ଅଭିଯାନ ଜାରି ରହିଥିବା ବେଳେ ଆଗକୁ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କୁ ଦିଆଯିବ ଟିକା । ତାପୂର୍ବରୁ ଟିକା ନେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର…

ବେଙ୍ଗାଳୁରୁରେ ଏରୋ ଇଣ୍ଡିଆ ଶୋ ଉଦଘାଟିତ

ବେଙ୍ଗାଳୁରୁ: ବେଙ୍ଗାଳୁରୁରେ ଆଜିଠୁ ଆରମ୍ଭ ହୋଇଛି ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ଶୋ ଏରୋ ଇଣ୍ଡିଆ ୨୦୨୧ । ଆଜିଠାରୁ ତିନି ଦିନ ପାଇଁ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସିଡିଏସ ଜେନେେରାଲ୍ ବିପିନ ରାଓ୍ୱତ ଓ…

ଟୁର୍ ଡି ଏକାମ୍ର: ସାଇକେଲ ଚାଳନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ଭୁବନେଶ୍ୱରରେ ମେଗା ସାଇକ୍ଲୋଥନ୍

ଭୁବନେଶ୍ୱର: ରାଜଧାନୀରେ ମେଗା ସାଇକ୍ଲୋଥନ୍ । ରାଜ୍ୟ ସରକାରଙ୍କ କ୍ରୀଡା ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଛି ସାଇକ୍ଲୋଥନ ‘ଟୁର ଡି ଏକାମ୍ର’ । ସକାଳ ୭ଟାରେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା ଏହି ସାଇକ୍ଲୋଥନ୍ । ସାମିଲ ହୋଇଥିଲେ ଶତାଧିକ ଯୁବକ ଯୁବତୀ । ଗୋଟିଏ ଦଳ କଳିଙ୍ଗ…

ପୁରୀ ସମୁଦ୍ରରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଚକ୍ରତୀର୍ଥ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର । ଗତକାଲି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ ୭ ପର୍ଯ୍ୟଟକ । ସେମାନଙ୍କ…

ଝରାଫୁଲ ଡେଥ୍ ମିଷ୍ଟ୍ରି: ହତ୍ୟା ନା ଅସୁସ୍ଥତାରୁ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ରହସ୍ୟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଚାରି ଦିନ ହେଲାଣି । ଏହି ଘଟଣାରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୋଲିସ ଗିରଫ କରିଛି । ଏବେ ପୋଷ୍ଟମର୍ଟର ରିପୋର୍ଟ ଖୋଲିବ ଡେଥ୍ ସସପେନ୍ସ ଉପରୁ ପରଦା । ଝରାଫୁଲଙ୍କ ସହ ଯାହା ଘଟିଲା ତାହା ଅଚାନକ ଥିଲା ନା ସବୁ କିଛି…

ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ୍: ନର୍ଥ ପୋଲ ଦେଇ ସାନ ଫ୍ରାନ୍ସିସ୍କୋରୁ ପହଞ୍ଚିଲେ ଭାରତ

ବେଙ୍ଗାଲୁରୁ: ଏୟାର ଇଣ୍ଡିଆର ମହିଳା ପାଇଲଟ ଟିମ୍ ଇତିହାସ ରଚିଛନ୍ତି । ବିଶ୍ୱର ଦୀର୍ଘତମ ଆକାଶ ପଥ ନର୍ଥ ପୋଲରେ ବିମାନ ଉଡ଼ାଣ କରି କିର୍ତ୍ତୀମାନ ରଚିଛନ୍ତି । ମହିଳା ପାଇଲଟ୍ ଟିମ୍ ଆମେରିକାର ସାନ ଫ୍ରାନ୍ସିସ୍କୋରୁ ୧୬ହଜାର କିଲୋମିଟର ଅତିକ୍ରମ କରି ବାଙ୍ଗାଲୋରରେ ପହଞ୍ଚିଛନ୍ତି । ୧୭…

ଟିକାଦାନ କେନ୍ଦ୍ର ଚୂଡ଼ାନ୍ତ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଟିକାକରଣ ପାଇଁ ରାଜ୍ୟରେ ଆରମ୍ଭ ହେଲାଣି ତତ୍ପରତା । ଟିକା ଆସିଲେ ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ଏଥିପାଇଁ କୋଭିଡ୍ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ…

ଆସନ୍ତା ୪ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଶପଥ ନେବେ ଜଷ୍ଟିସ ଏସ. ମୂରଲୀଧର

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ଏସ୍. ମୂରଲୀଧରଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ୪ତାରିଖରେ ସେ ଶପଥ ନେବେ । ରାଜଭବନ ପରିସରରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ଜଷ୍ଟିସ ଏସ୍. ମୂରଲୀଧର ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି…