Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଖ୍ରୀଷ୍ଟଧର୍ମୀଙ୍କ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ, କେତେ ସତ ?

ଭୁବନେଶ୍ୱର: ହିନ୍ଦୁ ଧର୍ମପୀଠକୁ ଧ୍ୱଂସ କରୁଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ସରକାର । ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ଭାଙ୍ଗି ଖ୍ରୀଷ୍ଟଧର୍ମୀଙ୍କ କ୍ରସ ନିର୍ମାଣକୁ ସମର୍ଥନ କରୁଛି ଗୁଣ୍ଟୁର ଜିଲ୍ଲା ପ୍ରଶାସନ । କିଛି ଏପରି ଅଭିଯୋଗ ଆଣିଛନ୍ତି ବିଜେପିର କିଛି ବରିଷ୍ଠ ନେତା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପୋଲିସକୁ ମାଡ, ଲୋକଙ୍କ ଧାର୍ମିକ ମନୋଭାବ ସହ ଖେଳ

ଭୁବନେଶ୍ୱର: ଖୁଲମଖୁଲା ପୋଲିସର ସାର୍ଟ ଚିରି ନିସ୍ତୁକ ମାଡ । ବିଚ୍ ବଜାରରେ ଅପଦସ୍ତ ପୋଲିସ କର୍ମଚାରୀ । ଏହି ଭିଡିଓଟି ଇଣ୍ଟରନେଟରେ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ହେଲେ ପ୍ରଘଟ ହୋଇଥିବା ଏହି ଭିଡିଓ ପଛର ଅସଲ ଉଦ୍ଦେଶ୍ୟ ଜାଣିଲେ, ଆପଣ ବି ଚକିତ ହେବେ....

ଭାଇରାଲ୍ ବିଚାର: ଜୀବନର ଶବ୍ଦକୋଷରୁ ଲିଭାନ୍ତୁ ହାର୍ ମାନିବା ଶବ୍ଦ

ଭୁବନେଶ୍ୱର: ପରିସ୍ଥିତି, ସମସ୍ୟା, ବାଧାବନ୍ଧନ ଓ ଚିନ୍ତା । ଏହି ସମସ୍ତ ଶବ୍ଦ ମଣିଷ ଜୀବନର ଅଭିନ୍ନ ଅଙ୍ଗ । ଏହି ୪ଟି ଶବ୍ଦର ଥାଏ ବିଭିନ୍ନ ରୂପ । ତେବେ ଏହି ରୂପକୁ ଦେଖି ଭୟଭୀତ ଅବା ପଳାୟନ କରନ୍ତୁ ନାହିଁ । ଜିତନ୍ତୁ ଅବା ପରାଜୟ ବରଣ କରନ୍ତୁ । ହେଲେ ସହଜରେ କେବେ ବି ହାର ମାନନ୍ତୁ…

ଭାଇରାଲ୍ ପୋଷ୍ଟମୋର୍ଟମ: ଭାରତକୁ କେମିତି ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ସାଇକଲ ?

ଭୁବନେଶ୍ୱର: ବେଶ କିଛି ଦିନ ଧରି ଇଣ୍ଟରନେଟରେ ଏକ ସାଇକଲର ଫଟୋ ଭାଇରାଲ୍ ହୋଇଛି । ଏହି ସାଇକଲରେ ରବର ଟାୟର ବଦଳରେ ଲାଗିଛି ସ୍ପ୍ରିଙ୍ଗର ଚକା । ତା ସହ ପଛରେ ଏକ ରାଇଫଲ ମଧ୍ୟ ଏଥିରେ ଖଂଜା ହୋଇଛି । ଲୋକଙ୍କ ଦାବି ଏହି ସାଇକଲ ଭାରତର ଅନେକ ପୋଲିସ ଥାନାରେ ରଖାଯାଇଛି । ହେଲେ ଏଠି ପ୍ରଶ୍ନ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସତ ନା ମିଛ ? ଚାକର ସହ ଚମ୍ପଟ୍ ଇରା ଖାନ

ଭୁବନେଶ୍ୱର: ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ପରିବାରକୁ ନେଇ ଅଜବ ଗୁଜବ । ଚାକର ସହ ଚମ୍ପଟ୍ ମାରିଛନ୍ତି ଝିଅ ଇରା ଖାନ । ଏ କଥା ଆମେ କହୁନୁ, ବରଂ ସୋସିଆଲ ମିଡିଆରେ ଏହି ଖବର ଚହଳ ଖେଳାଇଛି । ଇଣ୍ଟରନେଟରେ ଘୁରିବୁଲୁଥବା ଏକ ଫଟୋ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଝିଅ ଇରା ଓ ଜଣେ ଅଜଣା…

ହିନ୍ଦୁ ଧର୍ମ ପାଇଁ ଚର୍ଚ୍ଚାରେ ହଲିଉଡ ଅଭିନେତା !

ଭୁବନେଶ୍ୱର: ହଲିଉଡ ଅଭିନେତା ଗେରାର୍ଡ ବଟଲର୍ । ସାରା ବିଶ୍ୱରେ ବେଶ ପରିଚିତ । ହେଲେ ତାଙ୍କୁ ନେଇ ଏକ ଖବର ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ଗୁଜବ କି ସତ ? ଭାରତକୁ ଆସି ଗେରାର୍ଡ ଗ୍ରହଣ କରିଛନ୍ତି ହିନ୍ଦୁ ଧର୍ମ । ହେଲେ କେବେ ଆସିଥିଲେ ସେ ଭାରତ ଓ କାହାଠୁ ଗ୍ରହଣ…

ଭାଇରାଲ ପୋଷ୍ଟମୋର୍ଟମ: କେତେଦୂର ସତ ବିଜେପି ବିରୋଧରେ ଅଭିଯୋଗ ?

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ୍ ବିଜେପି କର୍ମୀଙ୍କ ପଥରମାଡ ଘଟଣା । ଲୋକେ ଦାବି କରିଛନ୍ତି ଏହି ଭିଡିଓଟି ପଶ୍ଚିମବଙ୍ଗରୁ ଆସିଛି । ହେଲେ ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । ଏକ ସମ୍ବେଦନଶୀଳ ମାମଲାକୁ ନେଇ ବିଜେପି କର୍ମୀ ଏଭଳି କାଣ୍ଡ ଘଟାଇଥିଲାବେଳେ ଦାବି ମୁତାବକ ସ୍ଥାନ ଓ…

ବିବାହ କଲେ ଅଭିନେତା ସାହିର୍ ଶେଖ୍

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ସାହିର ଶେଖ୍ । ରୁଚିକା କାପୁରଙ୍କ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କରେ ରହିବା ପରେ ଶେଷରେ ଶୁକ୍ରବାର ଦୁହେଁ ପରସ୍ପରକୁ ବିବାହ କରିଛନ୍ତି । କରୋନା ପାଇଁ ଧୁମ୍‌ଧାମ୍‌ରେ ନୁହେଁ ବରଂ ଦୁହେଁ କୋର୍ଟ ମ୍ୟାରେଜକୁ ପସନ୍ଦ କରିଥିଲେ । ତେବେ…

ପ୍ରିୟା ପ୍ରକାଶ ୱେରିୟରଙ୍କ ନୂଆ ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ପ୍ରିୟା ପ୍ରକାଶ । ନିକଟରେ ଏହି ଅଭିନେତ୍ରୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପୂର୍ବରୁ ତାଙ୍କ ଆଖି ମାରିବା ଭଳି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା । ହେଲେ ଏବେ ଗାୟକୀ ଜରିଆରେ ସେ ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ…

ଆସୁଛି ନୂଆ ବଲିଉଡ ମୁଭି “ଜନହିତ୍ ମୈଁ ଜାରି”

ମୁମ୍ବାଇ: ଆସନ୍ତା ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଫିଲ୍ମ ଜନହିତ୍ ମୈଁ ଜାରି । ନିକଟରେ ଏହି ଫିଲ୍ମର ପୋଷ୍ଟରକୁ ବକ୍ସିଂ ଚାମ୍ପିୟନ୍ ମେରି କମ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଓମୁଙ୍ଗ କୁମାର ସମ୍ଭାଳିଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ…