Latest Odisha News

BREAKING NEWS

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା…

ମହଙ୍ଗା ପଡିଲା ପରିଶ୍ରା କରିବା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଂଚଳରେ ରହୁଥିବା ଜଣେ ୩୯ ବର୍ଷୀୟ ବ୍ୟବସାୟୀଙ୍କୁ ପରିଶ୍ରା କରିବା ମହଙ୍ଗା ପଡିଛି । ଆଜି ଦିଲ୍ଲୀର ସରାଇକେଲ ଖାନ ଅଂଚଳରେ ତାଙ୍କ ସହ ଘଟିଥିଲା ଅପ୍ରତ୍ୟଶିତ ଘଟଣା । ଶେଷରେ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ହରାଇ ନିଜ ଭାଗ୍ୟକୁ ଦୋଷ ଦେଇଛନ୍ତି ସେହି…

ନିଆରା ଦୀପାବଳି, ଯେଉଁଠି ପୂଜା ପାଆନ୍ତି କୁକୁର !

ଭୁବନେଶ୍ୱର: ହିନ୍ଦୁ ସଭ୍ୟତାରେ ଦୀପାବଳିକୁ ବେଶ ଧୁମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି । ଘର ଧୋଇବାଠାରୁ ଆରମ୍ଭ କରି ରାତିରେ ଦୀପ ଓ ଆଲୋକ ସଜ୍ଜା କରିଥାନ୍ତି । ଉପହାର ଆଦାନପ୍ରଦାନ ସହ ସମସ୍ତଙ୍କ ମୁହଁରେ ଥାଏ ଉତ୍ସବର ଝଲକ । ଖାସ କରି ମା' ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ଏହି ଦିନ ପୂଜା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ମାଣଧୀନ ଅଯୋଧ୍ୟା ମନ୍ଦିରର ଫଟୋ, ସତ ନା ମିଛ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ନିର୍ମାଣଧୀନ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଫଟୋ । ଏ ନେଇ ଖାସ କରି ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଏହାର…

ନିଜ ଚାକିରୀ ପାଇଁ ନିଜକୁ ଦେଲେ ବଳି !

ତାମିଲନାଡୁ: ବ୍ୟାଙ୍କ ଚାକିରୀ ପାଇଁ ଦେଇଥିଲେ ବଳି । ହେଲେ ଚାକିରୀ କରିବାକୁ ନଥିଲା ଦେହରେ ଜୀବନ । ଚାକିରୀ ପାଇଁ ଜଣେ ପାଠ ପଢୁଆ ବ୍ୟକ୍ତିଙ୍କର କାରନାମା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତାମିଲନାଡୁରେ ଘଟିଥିବା ଏହି ଘଟଣାରେ ଖୋଦ ବଳି ପକାଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ…

ଖଣ୍ଡାଧାରରେ ସୋନାଗାଚ୍ଛି ଦେହଜୀବୀଙ୍କ ଜୀବନ ଜିବୀକା !

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ପ୍ରଭାବିତ ହୋଇଥିଲା ସମଗ୍ର ବିଶ୍ୱ । ଏଥିରେ ଭାରତ ବା ବାଦ୍ ପଡିବ କିପରି ? ଏହାର ଚିତ୍ର ଏବେ ବି ପ୍ରତିଦିନ ପ୍ରତି ମୁହୁର୍ତ୍ତ୍ୱରେ ସାମ୍ନାକୁ ଆସୁଛି । ତେବେ ଏପରି ପରିସ୍ଥିତିରେ କିପରି ରହିଛି ଏସିୟାର ସବୁଠୁ ବଡ ରେଡ୍ ଲାଇଟ୍ ଅଂଚଳ ସୋନାଗାଚ୍ଛିିର ସ୍ଥିତି ?…

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…

ଏଥର ଲକ୍ଷ୍ମୀ ବମ୍ ନୁହେଁ, କେବଳ ଲକ୍ଷ୍ମୀ !

ମୁମ୍ବାଇ: ଫିଲ୍ମ ଲକ୍ଷ୍ମୀ ବମ୍‌ର ଟ୍ରେଲର ରିଲିଜ ହେବାଠୁ ଟାଇଟଲକୁ ନେଇ ବିରୋଧ ଜାରି ରହିଥିଲା । ଅନେକ ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ ଫିଲ୍ମର ଟାଇଟଲ୍‌କୁ ବଦଳାଇବାକୁ ଦାବି ଜୋର ଧରିଥିଲା । ହିନ୍ଦୁ ସେନାଠୁ ଆରମ୍ଭ କରି କରଣୀ ସେନା ଫିଲ୍ମର ଟାଇଟଲକୁ ବିରୋଧ କରି ସୂଚନା ଓ ପ୍ରସାରଣ…

[ଭିଡିଓ] ଭସାଣୀରେ ବୋହିଲା ଭକ୍ତଙ୍କ ରକ୍ତ !

ବିହାର: କରୋନା କଟକଣା ଭିତରେ ମିଳିଥିଲା ଦୁର୍ଗାପୂଜା ଉତ୍ସବ ପାଳନର ଅନୁମତି । ସାରା ଦେଶରେ ଶାନ୍ତିପୁର୍ଣ୍ଣ ଭାବେ ମା' ଶକ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା । ହେଲେ ବିହାରର ମୁଙ୍ଗେରରେ ବୋହିଥିଲା ଭକ୍ତଙ୍କ ରକ୍ତ । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଭିଡିଓ…

[ଭିଡିଓ] ପ୍ରଥମେ ଗୁଳି ମାରିଲା, ପରେ ଫଟୋ ଉଠାଇଲା !

ନୂଆଦିଲ୍ଲୀ: କରୋନା କଟକଣା ପାଇଁ ବୋଧ ହୁଏ କିଛି ମାସ ପାଇଁ ଥମିଥିଲା ଅପରାଧର କାୟା ବିସ୍ତାର । ଏବେ ପୁଣିଥରେ ଅପରାଧୀଙ୍କ ମନରେ ସକ୍ରିୟ ହୋଇଉଠିଛି କ୍ରୁର ମାନସିକତା । ମାତ୍ର ଦିନକ ତଳେ ଫରିଦାବାଦରେ ଘଟିଥିଲା ଦିନ ଦ୍ୱିପହରେ ହତ୍ୟାକାଣ୍ଡ । ଆଉ ଏବେ ସାମ୍ନାକୁ ଆସିଛି ଭାରତର ରାଜଧାନୀ…