ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୦)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୦
ଟୁକୁଡାଏ କାଗଜ ପାଇଁ ବଦଳାଇବାକୁ ପଡିଲା ଜୀବନର ଧାରା....। ଓଃ ସେଇଥିପାଇଁ କ'ଣ ଗପେ ମଣିଷ ଅନେକ କଥା..ଅନେକ ଭାଷାରେ ଦକ୍ଷତାରଖେ..।ଚଳଚଞ୍ଚଳ, କର୍ମଠ ରହେ... କାହାଣୀ ଶୁଣାଏ...ବହୁରୂପି ହୋଇପାରେ...।ବୁଝିବା କାଠିକର…