କୋଚ ଭାବେ ଡ୍ରାଭିଡଙ୍କ ପ୍ରଦର୍ଶନ କରୁଛି ନିରାଶ
ରାହୁଲ ଡ୍ରାଭିଡ ଭାରତର କୋଚ ଭାବେ ଦାୟିତ୍ୱ ତୁଲାଇବା ପରେ ଟିମ ଇଣ୍ଡିଆରେ ଆଶା ସଂଚାର ହୋଇଥିଲା । ପ୍ରଶଂସକମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ । ତେବେ କ୍ରମାଗତ ଭାବେ ଭାରତର ଖରାପ ପ୍ରଦର୍ଶନ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଉଛି । ଆଗକୁ ବିଶ୍ୱକପ ଥିବା ବେଳେ ଟିମ କମ୍ବିନେଶନ ସମ୍ପୂର୍ଣ୍ଣ…