ବିବାଦର “କିଙ୍ଗ’ କୋହଲି
ବିରାଟ କୋହଲିଙ୍କୁ କିଏ ବା ନ ଜାଣେ । ଭାରତୀୟ କ୍ରିକେଟର ସେ କିଙ୍ଗ । ପ୍ରଦର୍ଶନ ଏବଂ ନେତୃତ୍ୱôରେ ସେ ସାଜିଥିଲେ କିଙ୍ଗ । ଏବେ ଏହି ଷ୍ଟାର କ୍ରିକେଟର ବିବାଦରେ ବି ସାଜିଛନ୍ତି କିଙ୍ଗ । ଏବେ ଏହି ସମସ୍ୟା ଗମ୍ଭୀର ରୂପ ନେଇଛି । ଚଳିତ ଆଇପିଏଲରେ ଗୌତମ ଗମ୍ଭୀର ଓ କୋହଲିଙ୍କ ବିବାଦ ଏବେ…