ଡବଲ୍ସ ସ୍କଲ୍ସ ସେମିରେ ଭାରତ, ଶୁଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅପରପକ୍ଷରେ ରୋଇଂର ଲାଇଟ ୱେଟ ଡବଲ୍ସ ସ୍କଲ୍ସରେ ଭାରତୀୟ ଯୋଡି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।
ରୋଇଂ: ଭାରତର ଅର୍ଜୁନ ଲାଲ ଓ ଅରବିନ୍ଦ ସିଂ ଯୋଡି ରୋଇଂ ପୁରୁଷ ଲାଇଟ ୱେଟ ଡବଲ୍ସ ସ୍କଲ୍ସ ଇଭେଂଟର…