Latest Odisha News

BREAKING NEWS

ମହାଶିବରାତ୍ରୀରେ କରନ୍ତୁ ଏହି ୫ଟି ଦାନ, ମିଳିବ ଶୁଭଫଳ

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୮ତାରିଖରେ ପଡୁଛି ମହାଶିବରାତ୍ରୀ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଶୈବ ପୀଠରେ…

ଅଧିବର୍ଷ ୨୦୨୪: ଫେବୃଆରୀ ୨୯ରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ପାଇଁ ଖାସ୍ ଅଟେ ଏହି ଦିନ

ଭୁବନେଶ୍ଵର: ଆଜି ଫେବୃଆରୀ ୨୯ ତାରିଖ । ଅର୍ଥାତ୍ ଅଧିବର୍ଷ । ସାଧାରଣତଃ ସମସ୍ତେ ଜାଣନ୍ତି ଯେ ପ୍ରତି ଚାରି ବର୍ଷରେ ଥରେ ଏହି ଅଧିବର୍ଷ ପଡିଥାଏ ଓ ଫେବୃଆରୀ ମାସରେ ୨୮ ଦିନ ପରିବର୍ତ୍ତେ ୨୯ ଦିନ ହୋଇଥାଏ । ଅଧି ର ଅର୍ଥ ହେଉଛି ଅଧିକ।ଏକ ସାମାନ୍ୟ ବର୍ଷ ରେ ୩୬୫ ଦିନ ରହିଥାଏ ଓ ଅଧିବର୍ଷରେ…

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା:ପିସିସିଏଫ୍

ଭୁବନେଶ୍ଵର; ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭…

ଜୀବନରେ କେମିତି ହେବେ ସଫଳ: ମାନନ୍ତୁ ଚାଣକ୍ୟଙ୍କ ଏ ସବୁ ବାଣୀ

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ବିଦ୍ୱାନ। ସେ କେବଳ ଜଣେ ଦକ୍ଷ ରାଜନୀତିଜ୍ଞ, କୁଟନୀତିଜ୍ଞ, ରଣନୀତିଜ୍ଞ ନ ଥିଲେ ଅର୍ଥଶାସ୍ତ୍ରରେ ତାଙ୍କର ଥିଲା ପ୍ରଗାଢ଼ ଜ୍ଞାନ। ତାଙ୍କର ପ୍ରେରଣାଦାୟୀ ବାଣୀକୁ ଆହରଣ କଲେ, ଯେ କେହି ବି ସଫଳତା ଛୁଇଁ ପାରିବ। ଚାଣକ୍ୟ କୁହନ୍ତି, ଜଣେ…

ଗାଧୋଇବା ପାଣି ପାଇଁ ଦୁର୍ଦ୍ଦଶା ରେ ତୁକୁଲା ଗ୍ରାମବାସୀ

ନୁଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର  ବୃହତ୍ତମ ଗାଁ  ହେଉଛି ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ଗାଧୋଇବା ପାଣି ସମସ୍ୟା ଏହି ଗାଁ ପାଇଁ ଏକ ବିରାଟ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଶ୍ରାବଣ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହୋଇ…

ଗୁପ୍ତକ୍ଷେତ୍ର ସଖୀବଟ: ଏହି କ୍ଷେତ୍ରରେ ୧୨ଦିନ କାଳ ଲୁଚିଥିଲେ ଶ୍ରୀବଳଦେବଜୀଉ..

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡ଼ା ପଞ୍ଚାୟତର ବିଲବଳରାମପୁର ଗାଁରେ ମାଳିକା ବର୍ଣ୍ଣିତ ପଞ୍ଚସଖାଙ୍କ ଲୀଳା ସ୍ଥଳୀ; ଗୁପ୍ତକ୍ଷେତ୍ର ଭାବେ ପରିଚିତ ସଖୀବଟ ଅବସ୍ଥିତ । ଏହି କ୍ଷେତ୍ରଟିରେ ପଞ୍ଚସଖା ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ସମ୍ପର୍କ ଥିବାରୁ…

ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ: ଜାଣନ୍ତୁ ଏହି ପିଠର ମାହାତ୍ମ୍ୟ..

କେନ୍ଦ୍ରାପଡ଼ା (ଓଡିଶା ସମ୍ବାଦ) : ପୁରାଣ ବର୍ଣ୍ଣିତ ଅନୁସାରେ ପବିତ୍ର ଗଙ୍ଗାନଦୀ ଠାରୁ ଶହେ ବର୍ଷ ବଡ଼ ହେଉଛି ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ l ଏହି ନଦୀକୂଳରେ ପୁରାଣ ବର୍ଣ୍ଣିତ ଅନୁସାରେ ଅବସ୍ଥିତ ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ l ଏହି କୁଦାନଗରୀ ପିଠ କେନ୍ଦ୍ରାପଡ଼ା ଜ଼ିଲ୍ଲା ଗରଦପୁର…

ବିଶ୍ୱର ରହସ୍ୟମୟ ସ୍ଥାନ; ଯାହାର ରହସ୍ୟ ଭେଦ କରିପାରିନାହିଁ ବିଜ୍ଞାନ

ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାରେ ସକ୍ଷମ ହୋଇଛି ମଣିଷ । ହେଲେ କ’ଣ ଆପଣ ଜାଣିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ଏପରି କିଛି ସ୍ଥାନ ଅବସ୍ଥିତ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଭେଦ କରିବାରେ ସକ୍ଷମ ହୋଇନାହିଁ ବିଜ୍ଞାନ । ଏହି ସ୍ଥାନ ସହ ଜଡ଼ିତ ଅନେକ କାହାଣୀ,…

World Population Day 2023: କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ…