Latest Odisha News

BREAKING NEWS

ପୁରୁଖା ନେତା ହେବେ ନୂଆ ପିସିିସି ସଭାପତି, ରାହୁଲ କରୁଛନ୍ତି ଚିନ୍ତା

ନୂଆଦିଲ୍ଲୀ: ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି ନେଇ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ସହ ଓଡିଶା କଂଗ୍ରେସର ୧୭ ନେତା ଆଲୋଚନା କରିଛନ୍ତି। ସୋମବାର ସଂଧ୍ୟାରେ ହୋଇଥିବା ଏହି ଆଲୋଚନାରେ ରାହୁଲ ଗାନ୍ଧୀ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସମସ୍ତ ନେତାଙ୍କ ସହ ଓ୍ୱାନ ଟୁ…

ହାଇକୋର୍ଟରେ ଏଏସଆଇ ସତ୍ୟପାଠ: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ଚାଲିଛି, ମନ୍ଦିରକୁ କ୍ଷତି ପହଞ୍ଚାଇପାରେ

କଟକ: ପୁରୀ ଐତିହ୍ୟ ପ୍ରକଳ୍ପ ତିଆରି ନାଁରେ ଯେଉଁସବୁ ଦିଗକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହେଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି। ସୋମବାର ହାଇକୋର୍ଟରେ ଏଏସଆଇ ଏକ ସତ୍ୟପାଠ ଦାଖଲ କରି କହିଛି, ଶ୍ରୀମନ୍ଦିର ଚାରିପାଖରୁ ମାଟି କାଢ଼ିବା ଓ ଖୋଳିବା ପରେ ପୁରୀରେ…

ଲୋକ ଦେଖୁଥିଲେ ଲୁଟେରା ଛଡାଉଥିଲେ, ମୋବାଇଲ ପାଇଁ ୧୦୦ ମିଟର ଘୋଷାଡି ନେଲେ

ଭୁବନେଶ୍ୱର: ସହରରେ ବୁଲୁଛନ୍ତି ରକ୍ତମୁଖା ଲୁଟେରା। ମାଡ ମାରିବା ସହ ମୋବାଇଲ ଛଡାଇବାକୁ ଘୋଷାଡି ନେଉଛନ୍ତି ରାସ୍ତାରେ। ଏପରିକି ମୋବାଇଲ ପାଇ ନେଇଯାଇଥାନ୍ତେ ଜୀବନ। କାରଣ ସହରରେ ଲୁଟେରା ପ୍ରବଳ ହେଲେ ପୋଲିସ ଦୁର୍ବଳ। ଲୁଟେରାକୁ ଚେକମେଟ ଦେବାରେ ପୋଲିସ ବିଫଳ। କାରଣ ବିଗତ କିଛି ଦିନ‌ ଧରି…

ମୁଣ୍ଡିଆ ମାରିବା ପୂର୍ବରୁ ଠାକୁର ଉଭାନ୍, ମୂର୍ତ୍ତିଶୂନ୍ୟ ହେବ କି ମନ୍ଦିରମାଳିନି ସହର ?

ଭୁବନେଶ୍ୱର: ମାତିଛନ୍ତି ଦୁର୍ଲ୍ଲଭ ମୁର୍ତ୍ତି ଚୋର । ଖାଲି କରିଦେଉଛନ୍ତି ମନ୍ଦିର । ମନ୍ଦିର ଅଛି ହେଲେ ଗାଏବ ହୋଇଯାଉଛି ଅଷ୍ଟଧାତୁରେ ନିର୍ମିତ ଠାକୁର।ରାତି ଅଧିଆ ମନ୍ଦିର‌ ବେଢାରୁ ଚୋରି ହୋଇଯାଉଛି ଦୁର୍ଲଭ ମୁର୍ତିର‌ ଠାକୁର। ରାଜଧାନୀରେ ଏବେ ମୁର୍ତ୍ତି ଚୋର ରାକେଟ ନେଇ ଲୋକଙ୍କ ଭାବା…

ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ରାଧାରାଣୀ ପଣ୍ଡା ବିଧାୟିକା ପ୍ରାର୍ଥୀ ବୋଲି ବିଜେପି ଘୋଷଣା କରିଛି । କେନ୍ଦ୍ର ବିଜେପି ଏହି ଘୋଷଣା କରିବାର ୨୪ ଘଣ୍ଟା ଭିତରେ ଜିଲ୍ଲା ବିଜେପି ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା…

ରୁଷଠୁ ତେଲ ନକିଣି ୟୁରୋପୀୟ ଦେଶର ଗାଡ଼ି ଆଗକୁ ଗଡ଼ି ପାରିବ ?

ନୂଆଦିଲ୍ଲୀ: ଗତ ସପ୍ତାହରେ ୟୁରୋପୀୟ ସଂଘ ନିଷ୍ପତ୍ତି ନେଇଛି ଆଗାମୀ ୬ ମାସ ମଧ୍ୟରେ ରୁଷର ତେଲ ଉପରେ ଆଉ ନିର୍ଭର କରିବ ନାହିଁ । ୟୁରୋପୀୟ ସଂଘର କାର୍ଯ୍ୟନିର୍ବାହୀ କମିସନ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏପରି କରି ୟୁରୋପ ରୁଷକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ଚାହୁଁଛି।…

ଅସାନି ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା 'ଅସାନି' ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। କିନ୍ତୁ ଏହାର ପ୍ରଭାବରେ ମେ ୧୦ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ବାତ୍ୟାର…

ଓଡ଼ିଶା ପାଇଁ ବିପଦ ନଥିବା କୁହାଯାଉଥିବା ବାତ୍ୟା ‘ଅସାନି’ର ମୂଳ ଅର୍ଥ କ’ଣ ?

ଊୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 'ଅସାନି' ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁଛି। ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ବାତ୍ୟା 'ଅସାନି' ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଯାହା ରାଜ୍ୟ…

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ବାଗ୍ମୀ ରଜତ କରଙ୍କର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନର ପୂର୍ବ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କୁ ବିଜେପି ଟିକେଟ୍ ଦେଇଛି। ଆଜି ବିଜେପିର କେନ୍ଦ୍ରୀୟ କେନ୍ଦ୍ରୀୟ ଅଫିସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ମେ ୩୧ରେ ଅହି…